www.samajalive.in
Monday, December 8, 2025
24.1 C
Bhubaneswar

ଅତ୍ୟନ୍ତ ଦୁର୍ଲ୍ଲଭ ଯୋଗ.. ଏକାଠି ହେଲେ ଶୁକ୍ର-ଶନି ; ଏହି ରାଶିଙ୍କ ଖୋଲିବେ ବନ୍ଦ ଭାଗ୍ୟର ତାଲା, ହଠାତ୍‌ ହେବେ କୋଟିପତି..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଓ ଶୁକ୍ରଙ୍କୁ ମିତ୍ର ଗ୍ରହ ବୋଲି କୁହାଯାଏ । ଉଭୟ ଏକାଠି ହେବା ଦ୍ୱାରା ଶୁଭ ଯୋଗ ସୃଷ୍ଟି ହୋଇଥାଏ । ଯାହା ବନ୍ଦ ଥିବା ଭାଗ୍ୟର ତାଲା ଖୋଲିଥାଏ । ଶୁକ୍ର-ଶନିଙ୍କ ଏହି ଏକମ-ଏକାଦଶ ଯୋଗ ୩ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର।

ନ୍ୟାୟର ଦେବତା ଶନି ଓ ଧନ-ବୈଭବ ଦାତା ଶୁକ୍ର ଗ୍ରହ ଏକାଠି ହୋଇ ଏହି ବିଶେଷ ଯୋଗ ସୃଷ୍ଟି କରିଛନ୍ତି । ଏହି ଯୋଗ ୧୦ ଜୁନ୍‌ରେ ହୋଇଛି।

- Advertisement -

ଏହି ଯୋଗ ଫଳରେ ପରିଶ୍ରମର ଫଳ ଖୁବ୍‌ ଶୀଘ୍ର ମିଳିବା ସହ ଭୌତିକ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ । ଦୀର୍ଘ ଦିନରୁ ଅଟକି ଥିବା କାମରେ ସଫଳତା ମିଳେ । ଜୀବନରେ ହସଖୁସି ବୃଦ୍ଧି ସହ ଅନେକ ଶୁଭଫଳ ମିଳିଥାଏ ।

ବୃଷ- ବୃଷ ରାଶିଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭଙ୍କର । କର୍ମକ୍ଷେତ୍ର ଓ ବ୍ୟବସାୟରେ ବଡ ଉନ୍ନତି ହେବ । ଚାକିରିରେ ନୂଆ ଦାୟିତ୍ୱ ମିଳିବ । ବ୍ୟବସାୟରେ ବଡ ଲାଭ ହେବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଜୀବନସାଥୀଙ୍କ ସହ ସୁଖମୟ ସମୟ ଅତିବାହିତ କରିବେ ।

କନ୍ୟା – କର୍ମକ୍ଷେତ୍ରରେ ଶୁଭଫଳ ମିଳିବ । ଧନ ରୋଜଗାରର ନୂଆ ନୂଆ ସୁଯୋଗ ମିଳିବ । ପୁରୁଣା ନିବେଶରୁ ଲାଭ ମିଳିବ । ଅଟକି ଥିବା ଧନ ମିଳିବ । ପରିବାର ଲୋକଙ୍କ ସହଯୋଗ ମିଳିବ ।

ମକର- ଧନ ରୋଜଗାରର ନୂଆ ନୂଆ ସୁଯୋଗ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ସନ୍ତାନ ପକ୍ଷରୁ ଖୁସି ଖବର ମିଳିବ । ଚିନ୍ତା ଦୂର ହେବ ।

କିଣିବେ କି ? ଆଉ ମିଳିବନି ଏମିତି ସୁଯୋଗ ; ଏହି ସ୍ମାର୍ଟଫୋନ୍‌ରେ ମିଳୁଛି ଜବରଦସ୍ତ ରିହାତି, ପୁଣି ଅଫର୍‌

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories