ଅହମଦାବାଦ ବିମାନ ଦୁର୍ଘଟଣା ; ରିକ୍ସା ଚଲାଇ ଝିଅକୁ ପଢାଇଥିଲେ ପାଠ, କମ୍ପାନୀ କାମରେ ଯାଉଥିଲେ ଲଣ୍ଡନ,ହେଲେ ସବୁକିଛି ବଦଳିଗଲା

ଅହମଦାବାଦ : ଅହମଦାବାଦ ବିମାନ ଦୁର୍ଘଟଣାରେ ଅନେକ ମୂଲ୍ୟବାନ୍‌ ଜୀବନ ଚାଲି ଯାଇଛି । ଏଥିରେ କେବଳ ଜଣେ ବ୍ୟକ୍ତିଙ୍କ ଜୀବନ ସୌଭାଗ୍ୟବଶତଃ ବଞ୍ଚି ଯାଇଛି । ବିମାନରେ ଯାତ୍ରା କରୁଥିବା ଅନେକ ଯାତ୍ରୀଙ୍କ କାହାଣୀ ହୃଦୟକୁ ବିଚଳିତ ସହ ମର୍ମାହତ କରୁଛି । ପାୟଲ ଖଟୀକ ନାମରେ ଜଣେ ଯୁବତୀଙ୍କ ଏହି ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ପାୟଲଙ୍କ ବାପା ଜଣେ ରିକ୍ସା ଚାଳକ ବୋଲି ଜଣାପଡିଛି । ସେ ରିକ୍ସା ଚଲାଇ ନିଜ … Continue reading ଅହମଦାବାଦ ବିମାନ ଦୁର୍ଘଟଣା ; ରିକ୍ସା ଚଲାଇ ଝିଅକୁ ପଢାଇଥିଲେ ପାଠ, କମ୍ପାନୀ କାମରେ ଯାଉଥିଲେ ଲଣ୍ଡନ,ହେଲେ ସବୁକିଛି ବଦଳିଗଲା