ଅହମଦାବାଦ ବିମାନ ଦୁର୍ଘଟଣାରେ କେମିତି ବର୍ତ୍ତିଗଲେ ବିଶ୍ୱାସ ; କହିଲେ ଛାତିଥରା କାହାଣୀ
ନୂଆଦିଲ୍ଲୀ : କଥାରେ ଅଛି ‘ରଖେ ହରି ତ ମାରେ କିଏ’। ଏହି ଉକ୍ତିର ଯର୍ଥାର୍ଥତା ଏହି ଘଟଣାରେ ସମ୍ପୂର୍ଣ୍ଣ ଦେଖିବାକୁ ମିଳିଛି। ଗୁରୁବାର ଅର୍ଥାତ୍ ଜୁନ୍ ୧୨ରେ ଗୁଜରାଟର ଅହମଦାବାଦରେ ହୋଇଥିବା ବଡ ଧରଣର ବିମାନ ଦୁର୍ଘଟଣାରେ ଅନେକ ଜୀବନ ଚାଲି ଯାଇଛି । ମାତ୍ର ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ମଧ୍ୟରୁ ସୌଭାଗ୍ୟବଶତଃ ଜଣେ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଛି। ଏହି ବିମାନ ଦୁର୍ଘଟଣାରେ ୪୦ ବର୍ଷୀୟ ଭାରତୀୟ ବ୍ରିଟିଶ ନାଗରିକ ବିଶ୍ୱାସ ରମେଶ … Continue reading ଅହମଦାବାଦ ବିମାନ ଦୁର୍ଘଟଣାରେ କେମିତି ବର୍ତ୍ତିଗଲେ ବିଶ୍ୱାସ ; କହିଲେ ଛାତିଥରା କାହାଣୀ
Copy and paste this URL into your WordPress site to embed
Copy and paste this code into your site to embed