ଅତ୍ୟନ୍ତ ଦୁର୍ଲ୍ଲଭ ଯୋଗ.. ଏକାଠି ହେଲେ ଶୁକ୍ର-ଶନି ; ଏହି ରାଶିଙ୍କ ଖୋଲିବେ ବନ୍ଦ ଭାଗ୍ୟର ତାଲା, ହଠାତ୍‌ ହେବେ କୋଟିପତି..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଓ ଶୁକ୍ରଙ୍କୁ ମିତ୍ର ଗ୍ରହ ବୋଲି କୁହାଯାଏ । ଉଭୟ ଏକାଠି ହେବା ଦ୍ୱାରା ଶୁଭ ଯୋଗ ସୃଷ୍ଟି ହୋଇଥାଏ । ଯାହା ବନ୍ଦ ଥିବା ଭାଗ୍ୟର ତାଲା ଖୋଲିଥାଏ । ଶୁକ୍ର-ଶନିଙ୍କ ଏହି ଏକମ-ଏକାଦଶ ଯୋଗ ୩ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର। ନ୍ୟାୟର ଦେବତା ଶନି ଓ ଧନ-ବୈଭବ ଦାତା ଶୁକ୍ର ଗ୍ରହ ଏକାଠି ହୋଇ ଏହି ବିଶେଷ ଯୋଗ ସୃଷ୍ଟି କରିଛନ୍ତି । ଏହି … Continue reading ଅତ୍ୟନ୍ତ ଦୁର୍ଲ୍ଲଭ ଯୋଗ.. ଏକାଠି ହେଲେ ଶୁକ୍ର-ଶନି ; ଏହି ରାଶିଙ୍କ ଖୋଲିବେ ବନ୍ଦ ଭାଗ୍ୟର ତାଲା, ହଠାତ୍‌ ହେବେ କୋଟିପତି..