www.samajalive.in
Saturday, December 13, 2025
26.1 C
Bhubaneswar

ଷ୍ଟେଟ ବ୍ୟାଙ୍କ ପକ୍ଷରୁ କୃଷି ଋଣ ସଚେତନତା ଶିବିର

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସଦର ମହକୁମାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାପକ୍ଷରୁ କୃଷି ଋଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା ଶିବିରରେ ଅଞ୍ଚଳର ବିଭିନ୍ନ ଗ୍ରାମର ବ୍ୟାଙ୍କ ଖାତା ଧାରୀଙ୍କୁ କୃଷି ଋଣ ଉପରେ ସରକାରଙ୍କ ବିମା ଉପରେ ବ୍ୟାଙ୍କ ଶାଖା ପରିଚାଳକ ବିଶ୍ୱରଞ୍ଜନ ମହାପାତ୍ର ପ୍ରାଞ୍ଜଳ ଭାବେ ବୁଝାଇଥିବା ବେଳେ କ୍ଷେତ୍ର ପରିଚାଳକ ପ୍ରିୟ ରଞ୍ଜନ ପାଣିଗ୍ରାହୀ କୃଷିଋଣକୁ ବାର୍ଷିକ ରେନୁଆଲ କରିଲେ ୭% ସୁଧ ହାର ଉପରେ ୨ରୁ ୩% ସରକାର ସବସିଡ ଦେବ ବୋଲି କହିଥିଲେ ଏବଂ ପ୍ରତ୍ୟେକ ବ୍ୟାଙ୍କ ଜମାକାରୀଙ୍କୁ ସରକାରଙ୍କ ବିଭିନ୍ନ ବିମାରେ ପଞ୍ଜିକରଣ କରି ଯୋଡି ହେବା ଦୁର୍ଘଟଣା ହୋଇ ମୃତ୍ୟୁବରଣରେ କିଭଳି ସରକାରଙ୍କ ସହାୟତା ପାଇବେ ସେ ସମ୍ପର୍କରେ ପ୍ରାଞ୍ଜଳ ଭାବେ କହିଥିଲେ। ଏଥିରେ ବ୍ୟାଙ୍କ ହିତାଧିକାରୀ, ଚାଷୀ ପ୍ରମୁଖ ଉପସ୍ଥିତ ରହିଥିଲେ। ବ୍ୟାଙ୍କର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

ଅତ୍ୟନ୍ତ ଦୁର୍ଲ୍ଲଭ ଯୋଗ.. ଏକାଠି ହେଲେ ଶୁକ୍ର-ଶନି ; ଏହି ରାଶିଙ୍କ ଖୋଲିବେ ବନ୍ଦ ଭାଗ୍ୟର ତାଲା, ହଠାତ୍‌ ହେବେ କୋଟିପତି..

ଅହମଦାବାଦ ବିମାନ ଦୁର୍ଘଟଣାରେ କେମିତି ବର୍ତ୍ତିଗଲେ ବିଶ୍ୱାସ ; କହିଲେ ଛାତିଥରା କାହାଣୀ

- Advertisement -

ଅହମଦାବାଦ ବିମାନ ଦୁର୍ଘଟଣା ; ରିକ୍ସା ଚଲାଇ ଝିଅକୁ ପଢାଇଥିଲେ ପାଠ, କମ୍ପାନୀ କାମରେ ଯାଉଥିଲେ ଲଣ୍ଡନ,ହେଲେ ସବୁକିଛି ବଦଳିଗଲା

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories