www.samajalive.in
Friday, December 5, 2025
26.1 C
Bhubaneswar

ରାଜା ରଘୁବଂଶୀ ହତ୍ୟା ମାମଲା; ରାଜ୍‌ ସୋନମ୍‌ଙ୍କ ଠାରୁ ବାନ୍ଧୁଥିଲା ରାକ୍ଷୀ, ଡାକୁଥିଲା ଦିଦି- ସୋନମ୍‌ ଭାଇ

ମୁମ୍ବାଇ : ମଧ୍ୟପ୍ରଦେଶର ଇନ୍ଦୋର ନିବାସୀ ରାଜା ରଘୁବଂଶୀଙ୍କ ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ମେଘାଳୟ ପୁଲିସ ସୋନମ୍‌ ସମେତ ସମସ୍ତ ଅଭିଯୁକ୍ତଙ୍କୁ ନେଇ ସିଲଂରେ ପହଞ୍ଚିଛି । ଏଠାରେ ସେମାନଙ୍କୁ ପଚରାଉଚରା ଆରମ୍ଭ କରିଛି ପୁଲିସ। ଏହି ସମୟରେ ସୋନମ୍‌ଙ୍କ ଭାଇ ଗୋବିନ୍ଦ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ରାଜଙ୍କୁ ପ୍ରାୟ ତିନି ବର୍ଷ ହେବ ସୋନମ୍‌ ରାକ୍ଷୀ ବାନ୍ଧୁଥିଲା। ସେ ସୋନମ୍‌ଙ୍କୁ ଦିଦି ବୋଲି ଡାକୁଥିଲା।

ସୂଚନା ଯୋଗ୍ୟ,ରାଜା ରଘୁବଂଶୀ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ମାନେ ପୁଲିସ ନିକଟରେ ଅପରାଧ କରିଥିବା ନେଇ ସ୍ୱୀକାର କରିଛନ୍ତି । ପଚରାଉଚରା ସମୟରେ ପୁଲିସ ନିକଟରେ ହତ୍ୟା କରିଥିବା ନେଇ ମାନିଛନ୍ତି । ହତ୍ୟା କରିବା ପରେ ମୃତଦେହକୁ ନେଇ ସିଲଂରେ ଏକ ଖାଇକୁ ଫିଙ୍ଗି ଦିଆଯାଇଥିବା ଇନ୍ଦୋର କ୍ରାଇମବ୍ରାଞ୍ଚ ଟିମ୍‍ ସ୍ପଷ୍ଟ କରିଛି । ଅଭିଯୁକ୍ତମାନଙ୍କୁ ଗତ ଦୁଇ ଦିନ ଧରି ଲଗାତାର ଜେରା କରିବା ସହିତ ରାଜାଙ୍କ ପତ୍ନୀ ସୋନମ୍‍ ହିଁ ଘଟଣାର ମାଷ୍ଟରମାଇଣ୍ଡ ବୋଲି କୁହାଯାଇଛି ।

୧୨ ବର୍ଷ ପରେ ସବୁଠାରୁ ଶକ୍ତିଶାଳୀ ରାଜଯୋଗ ; ଶୀଘ୍ର ଧନୀ ହେବେ ଏହି ରାଶି, ହେବ ବିବାହ, ଦୂର ହେବ ସବୁ ଚିନ୍ତା..

- Advertisement -

ଏସିପି ପୁନମ ଚାନ୍ଦ ଯାଦବ କହିଛନ୍ତି ଯେ ଚାରି ଅଭିଯୁକ୍ତ ସେମାନଙ୍କର ଅପରାଧ ସ୍ୱୀକାର କରିଛନ୍ତି । ହତ୍ୟାର ମାଷ୍ଟରମାଇଣ୍ଡ ହେଉଛି ରାଜ କୁଶୱାହା । ବିବାହ ପୂର୍ବରୁ ମଧ୍ୟ ରାଜା ରଘୁବଂଶୀଙ୍କ ହତ୍ୟା ପାଇଁ ଏମାନେ ଯୋଜନା କରିଥିଲେ, ହେଲେ ତାହା ସମ୍ଭବ ହୋଇନଥିଲା । ସୋନମ୍‍ ଓ ରାଜା ହନିମୁନରେ ଯିବା ପୂର୍ବରୁ ଅଭିଯୁକ୍ତମାନେ ଶିଲଂ ଚାଲିଯାଇଥିଲେ ।

କିଣିବେ କି ? ଆଉ ମିଳିବନି ଏମିତି ସୁଯୋଗ ; ଏହି ସ୍ମାର୍ଟଫୋନ୍‌ରେ ମିଳୁଛି ଜବରଦସ୍ତ ରିହାତି, ପୁଣି ଅଫର୍‌

ଦେଖନ୍ତୁ ଭିଡିଓ ; ଫୋନ୍‌ରେ ଭୋଜପୁରୀ ଗୀତର କେମିତି ମଜା ନେଉଛି ସାପ..

Hot this week

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

Related Articles

Popular Categories