୧୨ ବର୍ଷ ପରେ ସବୁଠାରୁ ଶକ୍ତିଶାଳୀ ରାଜଯୋଗ ; ଶୀଘ୍ର ଧନୀ ହେବେ ଏହି ରାଶି, ହେବ ବିବାହ, ଦୂର ହେବ ସବୁ ଚିନ୍ତା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଙ୍କ ମିଥୁନ ରାଶିରେ ଚଳନ ସହ ବିଶେଷ ତ୍ରିଗ୍ରହୀ ଯୋଗ ହେବାକୁ ଯାଉଛି । ଏହି ଯୋଗ ପ୍ରାୟ ୧୨ ବର୍ଷ ପରେ ମିଥୁନ ରାଶିରେ ହେବାକୁ ଯାଉଛି । ସେହିପରି ଗୁରୁ ଗ୍ରହ ମଧ୍ୟ ଅନେକ ଦିନ ପରେ ମିଥୁନ ରାଶିରେ ଚଳନ କରିବେ । ସୂର୍ଯ୍ୟ ଓ ବୁଧ ଏକାଠି ହୋଇ ବୁଦ୍ଧାଦିତ୍ୟ ଯୋଗ ସୃଷ୍ଟି କରିବେ । ବୁଧ ସ୍ୱୟଂ ରାଶିରେ ରହିବା କାରଣରୁ ଭଦ୍ର ଯୋଗ ଓ … Continue reading ୧୨ ବର୍ଷ ପରେ ସବୁଠାରୁ ଶକ୍ତିଶାଳୀ ରାଜଯୋଗ ; ଶୀଘ୍ର ଧନୀ ହେବେ ଏହି ରାଶି, ହେବ ବିବାହ, ଦୂର ହେବ ସବୁ ଚିନ୍ତା..