www.samajalive.in
Saturday, December 6, 2025
19.1 C
Bhubaneswar

୧୨ ବର୍ଷ ପରେ ସବୁଠାରୁ ଶକ୍ତିଶାଳୀ ରାଜଯୋଗ ; ଶୀଘ୍ର ଧନୀ ହେବେ ଏହି ରାଶି, ହେବ ବିବାହ, ଦୂର ହେବ ସବୁ ଚିନ୍ତା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଙ୍କ ମିଥୁନ ରାଶିରେ ଚଳନ ସହ ବିଶେଷ ତ୍ରିଗ୍ରହୀ ଯୋଗ ହେବାକୁ ଯାଉଛି । ଏହି ଯୋଗ ପ୍ରାୟ ୧୨ ବର୍ଷ ପରେ ମିଥୁନ ରାଶିରେ ହେବାକୁ ଯାଉଛି । ସେହିପରି ଗୁରୁ ଗ୍ରହ ମଧ୍ୟ ଅନେକ ଦିନ ପରେ ମିଥୁନ ରାଶିରେ ଚଳନ କରିବେ । ସୂର୍ଯ୍ୟ ଓ ବୁଧ ଏକାଠି ହୋଇ ବୁଦ୍ଧାଦିତ୍ୟ ଯୋଗ ସୃଷ୍ଟି କରିବେ । ବୁଧ ସ୍ୱୟଂ ରାଶିରେ ରହିବା କାରଣରୁ ଭଦ୍ର ଯୋଗ ଓ ସୂର୍ଯ୍ୟ-ଗୁରୁ ଏକାଠି ହୋଇ ଆଦିତ୍ୟ ଯୋଗ ସୃଷ୍ଟି କରିବେ । ଏହି ଯୋଗ ଫଳରେ କେଉଁ କେଉଁ ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ..

ବୃଷ- ଏହି ରାଶିଙ୍କୁ ପୈତୃକ ସମ୍ପତ୍ତିରୁ ଲାଭ ମିଳିବ । ମାଙ୍ଗଳିକ କାର୍ଯ୍ୟର ଯୋଗ ରହିଛି । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ହେବ । ମାନସିକ ଶାନ୍ତି ମିଳିବ । ଅଟକି ଥିବା ଧନ ମିଳିବ । ନିଜ ବାଣୀ କାରଣରୁ ସଫଳତା ପାଇବେ । ଚାକିରି ଓ ବ୍ୟବସାୟରେ ବଡ ଲାଭ ମିଳିବ ।

- Advertisement -

ମିଥୁନ- ଏହି ଯୋଗ ଫଳରେ କର୍ମକ୍ଷେତ୍ରରେ ବଡ ସଫଳତା ମିଳିବ । ପୈତୃକ ସମ୍ପତ୍ତି ରୁ ବଡ ଲାଭ ମିଳିବ । ସଠିକ୍‌ ନିଷ୍ପତ୍ତି ନେବେ । ମାନ-ସମ୍ମାନ ବୃଦ୍ଧି ହେବେ । ମାନସିକ ଶାନ୍ତି ମିଳିବ ।

ତୁଳା- ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । ହଠାତ୍‌ ଧନ ଲାଭ ହେବ । ନୂଆ ଚାକିରିର ଯୋଗ ରହିଛି । ଚାକିରିରେ ପଦନ୍ନୋତିର ଯୋଗ ରହିଛି । ଦରମା ବୃଦ୍ଧି ହେବ ।

ଧନୁ- ବୈବାହିକ ଜୀବନ ସୁଖମୟ ହେବ । ବ୍ୟବସାୟରେ ବଡ ଲାଭ ମିଳିବ । ସଠିକ୍‌ ନିଷ୍ପତ୍ତି ନେବେ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

କୁମ୍ଭ- ପରିଶ୍ରମ କରି ସଫଳତା ପାଇବେ । ସନ୍ତାନ ପକ୍ଷରୁ ଶୁଭ ଖବର ମିଳିବ । ଧାର୍ମିକ ଯାତ୍ରାର ଯୋଗ ରହିଛି ।

ଖୁବ୍‌ ଶୀଘ୍ର ଜବରଦସ୍ତ ଫିଚର ସହ ଲଞ୍ଚ ହେବ ଓପୋ କେ୧୩X୫ଜି ସ୍ମାର୍ଟଫୋନ୍‌, ଦାମ୍‌ ବି କମ୍‌

 

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories