www.samajalive.in
Sunday, December 7, 2025
23.1 C
Bhubaneswar

ପୁଲିସ ଓ ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ ଘଟଣା, ୪ଗିରଫ

କଳାପଥର(ବାଙ୍କୀ): ବୈଦେଶ୍ଵର ଥାନା ଜଗନ୍ନାଥପୁର ଖଇରପଙ୍ଗା ଗ୍ରାମରେ ଗତ ୩ ତାରିଖରେ ପୁଲିସ ଏବଂ ସାମ୍ବାଦିକଙ୍କୁ ହୋଇଥିବା ଆକ୍ରମଣ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ବୈଦେଶ୍ଵର ପୁଲିସ। ୩ ଜଣଙ୍କୁ କଟକ ଅଞ୍ଚଳରୁ ଏବଂ ଜଣଙ୍କୁ ଖଇରପଙ୍ଗା ଗ୍ରାମରୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବଂଶୀଧର ବିଶ୍ଵାଳ, ଶରତ ମହାନ୍ତି, ଅରୁଣ ମହାନ୍ତି ଏବଂ ସନ୍ତୋଷ ମହାନ୍ତି ବୋଲି ସୂଚନା ଦେଇଛନ୍ତି ବାଙ୍କି ଏସଡିପିଓ ବାଳକୃଷ୍ଣ କଅଁର। ଗିରଫ ଭୟରେ ଖଇରପଙ୍ଗା ପୁରୁଷଶୁନ୍ୟ ହୋଇଥିବା ବେଳେ ଜୋର କୁଳ, ଜମି ହୁଡ଼ା ତଳ ସମେତ ବାଙ୍କୀ ବ୍ଲକ ସୀମାନ୍ତବର୍ତ୍ତୀ ଭାପୁର ବ୍ଲକ କରବର, ମାଣିତ୍ରି, ଗୁରୁପଡା, ମଣିପୁର ଆଞ୍ଚଳରେ ଆତ୍ମ ଗୋପନକରି ବାଲି ସିମେଣ୍ଟ କାମ କରୁଛନ୍ତି ବୋଲି ଜଣାପଡିଛି ।

୧୨ ବର୍ଷ ପରେ ସବୁଠାରୁ ଶକ୍ତିଶାଳୀ ରାଜଯୋଗ ; ଶୀଘ୍ର ଧନୀ ହେବେ ଏହି ରାଶି, ହେବ ବିବାହ, ଦୂର ହେବ ସବୁ ଚିନ୍ତା..

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories