ଦେଖନ୍ତୁ ଭିଡିଓ ; ଫୋନ୍‌ରେ ଭୋଜପୁରୀ ଗୀତର କେମିତି ମଜା ନେଉଛି ସାପ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ସାପର ଅନେକ ଭିଡିଓ ଭାଇରାଲ୍‌ ହୋଇଥିବା ଦେଖିଥିବେ । କିଛି ଭିଡିଓ ଭୟଭୀତ ସହ ଆଶ୍ଚର୍ଯ୍ୟ ଚକିତ ମଧ୍ୟ କରିଥାଏ । ଏହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । ସାପକୁ ଦେଖିଲେ ଭୟ ଲାଗିବା ସାଧାରଣ କଥା । ହଠାତ୍‌ ସାମ୍ନାକୁ ସାପ ଆସିଲେ ଭୟଭୀତ ହେବା ମଧ୍ୟ ସାଧାରଣ କଥା । ନିକଟରେ ଭାଇରାଲ୍‌ ହେଉଥିବା ସାପର ଏକ ଭିଡିଓ ଦେଖିଲେ ଅବିଶ୍ୱାସ ହେବା ସହ ନିଜ ହସକୁ … Continue reading ଦେଖନ୍ତୁ ଭିଡିଓ ; ଫୋନ୍‌ରେ ଭୋଜପୁରୀ ଗୀତର କେମିତି ମଜା ନେଉଛି ସାପ..