www.samajalive.in
Friday, December 5, 2025
23.1 C
Bhubaneswar

ଦେଖନ୍ତୁ ଭିଡିଓ ; ଫୋନ୍‌ରେ ଭୋଜପୁରୀ ଗୀତର କେମିତି ମଜା ନେଉଛି ସାପ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ସାପର ଅନେକ ଭିଡିଓ ଭାଇରାଲ୍‌ ହୋଇଥିବା ଦେଖିଥିବେ । କିଛି ଭିଡିଓ ଭୟଭୀତ ସହ ଆଶ୍ଚର୍ଯ୍ୟ ଚକିତ ମଧ୍ୟ କରିଥାଏ । ଏହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । ସାପକୁ ଦେଖିଲେ ଭୟ ଲାଗିବା ସାଧାରଣ କଥା । ହଠାତ୍‌ ସାମ୍ନାକୁ ସାପ ଆସିଲେ ଭୟଭୀତ ହେବା ମଧ୍ୟ ସାଧାରଣ କଥା । ନିକଟରେ ଭାଇରାଲ୍‌ ହେଉଥିବା ସାପର ଏକ ଭିଡିଓ ଦେଖିଲେ ଅବିଶ୍ୱାସ ହେବା ସହ ନିଜ ହସକୁ ମଧ୍ୟ ରୋକି ପାରିବେ ନାହିଁ ।


ଭିଡିଓରେ ଦେଖିପାରିବେ, ଏକ ସାପ ମୋବାଇଲ୍‌ରେ ଚାଲୁଥିବା ଭୋଜପୁରୀ ସୁପରଷ୍ଟାର ପବନ ସିଂହଙ୍କ ଗୀତର ମଜା ନେଉଛି । ସାପଟି ଖୁବ୍‌ ଧ୍ୟାନର ସହ ଗୀତଟିକୁ ଦେଖୁଥିବା ଦେଖିପାରିବେ । ଯେକେହି ଏହି ଦୃଶ୍ୟ ଦେଖିବ ଆଶ୍ଚର୍ଯ୍ୟ ହେବା ସାଧାରଣ କଥା । ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ।

୧୨ ବର୍ଷ ପରେ ସବୁଠାରୁ ଶକ୍ତିଶାଳୀ ରାଜଯୋଗ ; ଶୀଘ୍ର ଧନୀ ହେବେ ଏହି ରାଶି, ହେବ ବିବାହ, ଦୂର ହେବ ସବୁ ଚିନ୍ତା..

- Advertisement -

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories