www.samajalive.in
Saturday, December 13, 2025
18.1 C
Bhubaneswar

ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଲା ବିଏସଏନଏଲ୍‌ : ମାତ୍ର ଏତିକି ଟଙ୍କାରେ ମିଳିବ ଡାଟା ସହ ସବୁ ସୁବିଧା..

ନୂଆଦିଲ୍ଲୀ : ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ସହ ଖୁସି ଖବର ଆଣିଛି ବିଏସଏନଏଲ । ବିଏସଏନଏଲ ବଜେଟ୍‌ରେ ଏକ ଜବରଦସ୍ତ ପ୍ଲାନ୍‌ ଆଣିଛି । ଏହି ପ୍ଲାନ୍‌ରେ ବିଏସଏନଏଲ ଆଣିଛି ଜବରଦସ୍ତ ଅଫର୍‌ । ଏହାର ସମୟସୀମା ଠାରୁ ଆରମ୍ଭ କରି ଡାଟା ପ୍ରତି କମ୍ପାନୀ ବିଶେଷ ଧ୍ୟାନ ଦେଇଛି । ଏହି ପ୍ଲାନ୍‌ ବିଷୟରେ ସବିଶେଷ ଜାଣନ୍ତୁ..
ବିଏସଏନଏଲ ଏହି ପ୍ଲାନ୍‌ ବିଷୟରେ ସୋସିଆଲ ମିଡିଆରେ ‘ଏକ୍ସ’ରେ ସୂଚନା ଦେଇଛି । ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ୩୦ ଦିନ ସମୟସୀମା ମିଳିବ । ଏହା ବ୍ୟତୀତ ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ପ୍ରତ୍ୟେକ ଦିନ ୩ ଜିିବି ହାଇ ସ୍ପିଡ୍‌ ଡାଟା ମିଳିବ । ଅର୍ଥାତ୍‌ ସମ୍ପୂର୍ଣ୍ଣ ପ୍ଲାନ୍‌ରେ ଗ୍ରାହକଙ୍କୁ ମୋଟ ୯୦ ଜିବିି ଡାଟା ମିଳିବ । ୩୦ ଦିନ ପର୍ଯ୍ୟନ୍ତ ଅସୀମିତ କଲିଙ୍ଗ୍‌, ପ୍ରତ୍ୟେକ ଦିନ ୧୦୦ ଏସଏମଏସ ମଧ୍ୟ ଏହି ରିଚାର୍ଜ ପ୍ଲାନ୍‌ରେ ଗ୍ରାହକଙ୍କୁ ମିଳିବ । ଏହି ପ୍ଲାନ୍‌ର ଦାମ୍‌ ହେଉଛି ୨୯୯ ଟଙ୍କା ।

ଜୁନ୍‌ରେ ଗ୍ରହଙ୍କ ବଡ ସଂଯୋଗ: ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍‌, କିଣିବେ ଘର, ଗାଡି..

- Advertisement -

କିଛି ମାସ ହେବ ଗ୍ରାହକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଭିନ୍ନ ଭିନ୍ନ ପ୍ଲାନ୍‌ ଆଣୁଛି । କମ୍ପାନୀ ପ୍ରାୟ ୪୫୦ରୁ ଅଧିକ ଲାଇଭ୍‌ ଟିଭି ଚ୍ୟାନଲେ୍‌କୁ ଉପଭୋକ୍ତାଙ୍କୁ ମାଗଣାରେ ସେବା ପ୍ରଦାନ କରିବାକୁ ଯାଉଛି । ରିଚାର୍ଜ ପ୍ଲାନ୍‌ରେ ଗ୍ରାହକଙ୍କୁ ସୁବିଧା ଯୋଗାଇ ଦିଆଯିବ । ଏହି ସେବାର ନାମ BSNLBi TV ।

କେବେ ଦେଖିନଥିବେ ସାପ-ମୂଷାର ଏମିତି ଭିଡିଓ, ଜାଣନ୍ତୁ କିଏ ଜିତିଲା..

ଏହା ପୂର୍ବରୁ ବିଏସଏନଏଲ ନିଜ ଏକ୍ସ ଆକାଉଣ୍ଟରେ ଆଉ ଏକ ପ୍ଲାନ୍‌ ବିଷୟରେ ମଧ୍ୟ ଜଣାଇଛି । ଯେଉଁମାନେ ୮୪ ଦିନ ସମୟସୀମା ପର୍ଯ୍ୟନ୍ତ ରିଚାର୍ଜ ପ୍ଲାନ୍‌ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏହି ପ୍ଲାନ୍‌ ଉତ୍ତମ । ଏହି ପ୍ଲାନ୍‌ର ଦାମ୍‌ କେବଳ ୫୯୯ ଟଙ୍କା । ଏଥିରେ ପ୍ରତ୍ୟେକ ଦିନ ୩ ଜିବିି ଡାଟା ସହ ଅସୀମିତ କଲିଙ୍ଗ୍‌ ସହ ୧୦୦ ଏସଏମଏସ ସୁବିଧା ମିଳିବ । ଏହି ପ୍ଲାନ୍‌ରେ ପ୍ରାୟ ୨୫୨ଜିବି ଡାଟା ମିଳିବ ।

କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories