www.samajalive.in
Saturday, December 6, 2025
26.1 C
Bhubaneswar

ଜୁନ୍‌ରେ ଗ୍ରହଙ୍କ ବଡ ସଂଯୋଗ: ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍‌, କିଣିବେ ଘର, ଗାଡି..

ଜୁନ୍‌ ମାସରେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ଏହି ସମୟରେ ସୂର୍ଯ୍ୟ ବୃଷ ରାଶିରେ ରହିବେ । ବୁଧ, ମଙ୍ଗଳ ଓ ଶୁକ୍ର ମଧ୍ୟ ରାଶି ପରିବର୍ତ୍ତନ କରିବେ । ଜୁନ୍‌ ମାସର ଆରମ୍ଭରେ ଶୁକ୍ର ମଧ୍ୟ ରାଶି ପରିବର୍ତ୍ତନ କରିବେ । ଅନେକ ରାଶି ପାଇଁ ଏହା ବେଶ ସକରାତ୍ମକ ଫଳ ପ୍ରଦାନ କରିବ । ଜାଣନ୍ତୁ କେଉଁ କେଉଁ ରାଶି ବ୍ୟକ୍ତି ବିଶେଷ ଭାଗ୍ୟବାନ୍‌ ହେବେ ।

ମିଥୁନ- କିଛି ସଂଘର୍ଷର ସାମ୍ନା କରିବାକୁ ପଡି ପାରେ । ମାତ୍ର ସଫଳତା ପ୍ରାପ୍ତି ହେବ । ଦୀର୍ଘ ଦିନରୁ ଅଟକି ଥିବା କାମ ପୂରଣ ହେବ । ଅନେକ ଯୋଜନା ପୂରଣ ହେବ । ମନର ସବୁ ଇଚ୍ଛା ପୂରଣ ହେବ । ମାନ-ସମ୍ମାନ ବୃଦ୍ଧି ହେବ । ଶୁଭ ଖବର ମିଳିବ । ଧନ ବୃଦ୍ଧି ହେବ ।

- Advertisement -

କନ୍ୟା- ସୁଖ-ସମୃଦ୍ଧି ବୃଦ୍ଧି ହେବ । ନୂଆ ଗାଡି କିଣିବେ । ଧନ-ସମ୍ପତ୍ତି ବୃଦ୍ଧି ହେବ । ମାନସିକ ଶାନ୍ତି ମିଳିବ । ଭାଗ୍ୟର ସାଥ୍‌ ମିଳିବ । ଯାତ୍ରାର ଯୋଗ ରହିଛି ।

ତୁଳା- ଏହି ରାଶିଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ଉନ୍ନତି ସହ ସଫଳତା ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେ । ହଠାତ୍‌ ଧନ ବୃଦ୍ଧି ହେବ । ବିଦେଶ ସହ ଜଡିତ କାମରେ ସଫଳତା ମିଳିବ । ମନସ୍କାମନା ପୂରଣ ହେବ ।

ଏହି ଭାରତୀୟ କମ୍ପାନୀ ମାତ୍ର ଏତିକି ଟଙ୍କାରେ ଲଞ୍ଚ କଲା ୫ଜି ସ୍ମାର୍ଟଫୋନ୍‌, ରହିଛି ଜବରଦସ୍ତ ଫିଚର୍‌

ଧନୁ- ନୂଆ ନୂଆ ସୁଯୋଗ ମିଳିବ । ଗୃହରେ ହସଖୁସିର ବାତାବରଣ ରହିବ । ଘରେ ମାଙ୍ଗଳିକ କାର୍ଯ୍ୟର ଯୋଗ ରହିଛି । ଯାତ୍ରାର ଯୋଗ ରହିଛି । ଭୂମି, ଘର କିଣିବାର ଯୋଗ ରହିଛି । ଆର୍ଥିକ ସ୍ଥିତିରେ ଶୁଭ ପରିବର୍ତ୍ତନ ହେବ ।

କୁମ୍ଭ- ଭାଗ୍ୟର ସମ୍ପୂର୍ଣ୍ଣ ସାଥ୍‌ ମିଳିବ । ଅଟକି ଥିବା କାମରେ ସଫଳତା ମିଳିବ । ଆମଦାନୀର ସ୍ରୋତ ବୃଦ୍ଧି ହେବ । ଶୁଭ କାର୍ଯ୍ୟ ହେବ । ବ୍ୟବସାୟରେ ଉନ୍ନତି ସହ ଧନ ଲାଭ ହେବ ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories