www.samajalive.in
Saturday, December 6, 2025
14.1 C
Bhubaneswar

ଦିନ ୧ଟା ମୁଖ୍ୟ ଖବର

ଭୁବନେଶ୍ୱର : କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ମୌସୁମୀ ୧୬ ବର୍ଷ ପରେ ଏଥର ସଅଳ କେରଳ ଛୁଇଁଲା, ୨୦୦୯ ମେ ୨୩ରେ କେରଳ ଛୁଇଁଥିଲା ମୌସୁମୀ..

ଆଜିଠାରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆରମ୍ଭ, ଜୁନ ୩୦ ଶେଷ ତାରିଖ..

- Advertisement -

ଅନୁଗୁଳ: ପାଟ୍ରୋଲିଂ ବେଳେ ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ..

ମାଓ ସଂଗଠନକୁ ବଡ଼ ଝଟକା, ୨୪ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ..

ଖୋର୍ଦ୍ଧା : ଭିଜିଲାନ୍ସ ଜାଲରେ ପୁଲିସ୍ ଏଏସଆଇ ଓ ହୋମଗାର୍ଡ..

ଜୁନ୍‌ରେ ଗ୍ରହଙ୍କ ବଡ ସଂଯୋଗ: ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍‌, କିଣିବେ ଘର, ଗାଡି..

ଝାଡଖଣ୍ଡ ୨ ହାର୍ଡକୋର୍‍ ମାଓବାଦୀଙ୍କୁ ଏନକାଉଣ୍ଟର
ଲାତେହାରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
ଆହତ ଅବସ୍ଥାରେ ଆଉ ଜଣେ କାବୁ ହେଲା..

ନୂଆଦିଲ୍ଲୀରେ ନୀତି ଆୟୋଗ ବୈଠକ ଆରମ୍ଭ
ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ବୈଠକରେ ସାମିଲ ହେଲେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ..

କେବେ ଦେଖିନଥିବେ ସାପ-ମୂଷାର ଏମିତି ଭିଡିଓ, ଜାଣନ୍ତୁ କିଏ ଜିତିଲା..

ଅପରେସନ ସିନ୍ଦୂର ପରେ ଛୁଟିରେ ଘରକୁ ଆସିଥିଲେ ଯବାନ
ହୃଦଘାତରେ ହେଲା ମୃତ୍ୟୁ..

ଶିକାରୀ ଗୁଳିରେ ଇନଚାର୍ଜ ଫରେଷ୍ଟରଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ ଘଟଣା, ୩୦ଲକ୍ଷ ଅନୁକମ୍ପା ରାଶି ପ୍ରଦାନ..

ଆଉ ମଞ୍ଚରେ ଦିଶିବେନି ନମିତା, ଓଡିଶା ଯାତ୍ରା ଜଗତର ଜଣାଶୁଣା ଅଭିନେତ୍ରୀ ନମିତା ଯାତ୍ରା ଛାଡିବା ନେଇ ଚର୍ଚ୍ଚା ହେଉଛି..

ସୁନ୍ଦରଗଡ ଖଣି ଚୋରି ଘଟଣାରେ ମନ୍ତ୍ରୀ ବିଭୂତି ଜେନାଙ୍କ ବଡ ବୟାନ
ଖଣି ମାଫିଆଙ୍କ ବିରୋଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ
ସୁନ୍ଦରଗଡ ଖଣି ଦୁର୍ନୀତିର ଭିଜିଲାନ୍ସ ତଦନ୍ତ କରାଯିବ..

କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

୫୪ବର୍ଷ ବୟସରେ ବଲିଉଡ ଅଭିନେତା ମୁକୁଲ ଦେବଙ୍କ ଦେହାନ୍ତ
ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ନେଇ ସୂଚନା
ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଆଇସିୟୁରେ ଚିକିତ୍ସାଧୀନ ଥିଲେ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories