www.samajalive.in
Saturday, December 6, 2025
17.1 C
Bhubaneswar

କେବେ ଦେଖିନଥିବେ ସାପ-ମୂଷାର ଏମିତି ଭିଡିଓ, ଜାଣନ୍ତୁ କିଏ ଜିତିଲା..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜୀବଜନ୍ତୁ ଓ ସାପର ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ । ଯାହା ଭୟଭୀତ ସହ ଆଶ୍ଚର୍ଯ୍ୟଚକିତ ମଧ୍ୟ କରିଥାଏ । ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ମଧ୍ୟ ଆକର୍ଷିତ କରିଥାଏ । ଅନେକ ସମୟରେ ହିଂସ୍ର ଜନ୍ତୁ ମଧ୍ୟ ସାପକୁ ଭୟ କରୁଥିବା ଦେଖାଯାଏ । ତେବେ କେବେ ସାପ ମୂଷାକୁ ଶିକାର କରିବାର ଭିଡିଓ ଦେଖିଛନ୍ତି କି? ଯଦି ସାପକୁ ମୂଷା ହରାଇ ଦିଏ ଏହା ବିଶ୍ୱାସ କରିବା ଆଶ୍ଚର୍ଯ୍ୟଜନକ । ନିକଟରେ ଏଭଳି ହିଁ ଏକ ଭିଡିଓ ସାମ୍ନାକୁ ଆସିଛି ।


ଭିଡିଓଟିରେ ଦେଖିପାରିବେ, ଏକ ଅହିରାଜ ସାପ ମୂଷାର ଶିକାର କରିବାକୁ ଚେଷ୍ଟା କରୁଛି । ମାତ୍ର ମୂଷା ଖୁବ୍‌ ଚାଲାକିର ସହ ସାପ କବଳରୁ ନିଜକୁ ରକ୍ଷା କରୁଛି । ଶେଷରେ ଏଭଳି ବାରମ୍ବାର ହେବା ପରେ ସାପ ଥକି ଯାଉଥିବା ଦେଖାଯାଉଛି । ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।
ଭିଡିଓ ଦେଖିଲେ ଜଣାପଡୁଛି, ରାତି ସମୟ । ଶିକାରୀ ସାପ ଶିକାର ଖୋଜି ଖୋଜି ବାହାରିଛି । ହଠାତ୍‌ ସାପର ନଜର ଏକ ମୂଷା ଉପରେ ପଡୁଛି ।ଧିରେ ଧିରେ ସାପ ମୂଷା ଉପରେ ଆକ୍ରମଣ କରୁଛି । ମାତ୍ର ମୂଷା ଚାଲାକିର ସହ ନିଜ ଜୀବନକୁ ରକ୍ଷା କରୁଛି ।

ଜୁନ୍‌ରେ ଗ୍ରହଙ୍କ ବଡ ସଂଯୋଗ: ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍‌, କିଣିବେ ଘର, ଗାଡି..

- Advertisement -

କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories