କେବେ ଦେଖିନଥିବେ ସାପ-ମୂଷାର ଏମିତି ଭିଡିଓ, ଜାଣନ୍ତୁ କିଏ ଜିତିଲା..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜୀବଜନ୍ତୁ ଓ ସାପର ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ । ଯାହା ଭୟଭୀତ ସହ ଆଶ୍ଚର୍ଯ୍ୟଚକିତ ମଧ୍ୟ କରିଥାଏ । ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ମଧ୍ୟ ଆକର୍ଷିତ କରିଥାଏ । ଅନେକ ସମୟରେ ହିଂସ୍ର ଜନ୍ତୁ ମଧ୍ୟ ସାପକୁ ଭୟ କରୁଥିବା ଦେଖାଯାଏ । ତେବେ କେବେ ସାପ ମୂଷାକୁ ଶିକାର କରିବାର ଭିଡିଓ ଦେଖିଛନ୍ତି କି? ଯଦି ସାପକୁ ମୂଷା ହରାଇ ଦିଏ ଏହା … Continue reading କେବେ ଦେଖିନଥିବେ ସାପ-ମୂଷାର ଏମିତି ଭିଡିଓ, ଜାଣନ୍ତୁ କିଏ ଜିତିଲା..