www.samajalive.in
Saturday, December 6, 2025
16.1 C
Bhubaneswar

ଦେଖନ୍ତୁ ଭିଡିଓ ; କେମିତି ଇଂରାଜୀରେ କଥା ହେଉଛି କାଉ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ । କିଛି ଭିଡିଓ ବେଶ ମନଛୁଆଁ ହୋଇଥିବା ବେଳେ କିଛି ଆଶ୍ଚର୍ଯ୍ୟଚକିତ ମଧ୍ୟ କରିଥାଏ । ନିକଟରେ କାଉର ଭାଇରାଲ୍‌ ହେଉଥିବା ଏକ ଭିଡିଓ ଲୋକଙ୍କ ହୋସ୍‌ ଉଡାଇ ଦେଇଛି । ଭିଡିଓଟି ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି ।


ଭିଡିଓରେ ଦେଖିପାରିବେ, କଳା ଓ ଧଳା ରଙ୍ଗ ମିଶ୍ରିତ ଏକ କାଉ ବସିଛି । ସାଧାରଣ କାଉ ଠାରୁ ଏହା ସାମାନ୍ୟ ଭିନ୍ନ ଭଳି ଦେଖାଯାଉଛି । ଏହି କାଉଟି ଏକ ଆଫ୍ରିକୀୟ କାଉ । କାଉଟି ଇଂରାଜୀରେ କଥା ହେଉଛି । ସାଧାରଣ ଲୋକେ ଯେପରି ଇଂରାଜୀରେ ହାଲ୍‌ଚାଲ୍‌ ପଚାରନ୍ତି, କାଉଟି ସେଭଳି ପଚାରୁଛି । କାଉକୁ ଇଂରାଜୀରେ ପ୍ରଶ୍ନ କଲେ ଉତ୍ତର ମଧ୍ୟ ଦେଉଛି । କାଉଟି ବିଟ୍ରେନ୍‌ରେ ରହୁଛି । ଇଂରାଜୀରେ ଲୋକଙ୍କ ସହ କଥା ହେଉଛି । ଭିଡିଓଟିକୁ ଲକ୍ଷ ଲକ୍ଷ ଲୋକେ ଦେଖିବା ସହ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

୧୨ ବର୍ଷ ପରେ ବୃହସ୍ପତି କରିବେ ଏମିତି ଚଳନ ; ଏହି ରାଶିଙ୍କର ଆଉ ରହିବନି ଚିନ୍ତା, ହେବେ ଧନୀ, ହେବ ବିବାହ, ବଢିବ ଦରମା..

- Advertisement -

ଦେଖନ୍ତୁ ଛାତିଥରା ଭିଡିଓ ; ଶିଶୁକୁ ଝାମ୍ପି ନେଇଥାନ୍ତା ବାଘ, ହେଲେ..

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories