www.samajalive.in
Sunday, December 14, 2025
19.1 C
Bhubaneswar

୧୨ ବର୍ଷ ପରେ ବୃହସ୍ପତି କରିବେ ଏମିତି ଚଳନ ; ଏହି ରାଶିଙ୍କର ଆଉ ରହିବନି ଚିନ୍ତା, ହେବେ ଧନୀ, ହେବ ବିବାହ, ବଢିବ ଦରମା..

ଜ୍ୟୋତିଷ ଶାସ୍ତ୍ରରେ ଗୁରୁ ଗ୍ରହଙ୍କୁ ସମୃଦ୍ଧି, ଜ୍ଞାନ, ଜ୍ୟୋତିଷ, ପୂଜା-ପାଠ ଓ ଶିକ୍ଷାର ମଧ୍ୟ କାରକ କୁହାଯାଏ । ଗୁରୁ ଗ୍ରହ ୧୩ ମାସକୁ ଥରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରି ଥାନ୍ତି । ଦୀର୍ଘ ୧୨ ବର୍ଷ ପରେ ୧୪ ମେ’ରେ ବୁଧଙ୍କ ରାଶି ମିଥୁନରେ ଚଳନ କରିବେ । ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିବ । ଜାଣନ୍ତୁ ବୃହସ୍ପତିଙ୍କ ଏହି ଚଳନରେ କେଉଁ କେଉଁ ରାଶିଙ୍କ ଭାଗ୍ୟ ସୁନା ଭଳି ଚମକିବ ।

ଗୁରୁ ବୃହସ୍ପତିଙ୍କ ଏହି ଚଳନ କନ୍ୟା, କର୍କଟ, ତୁଳା, ବୃଷ, ମକର ଓ ମିଥୁନ ରାଶିଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ହଠାତ୍‌ ଧନ ପ୍ରାପ୍ତି ହେବ । ଚାକିରିରେ ପଦନ୍ନୋତିର ଯୋଗ ରହିଛି । ନୂଆ ଗାଡି, ଘର କିଣିବାର ମଧ୍ୟ ଯୋଗ ରହିଛି । ନୂଆ କାମ ଆରମ୍ଭ କରି ଲାଭବାନ୍‌ ହେବେ । ମାନସିକ ଶାନ୍ତି ମିଳିବ । ବିଦେଶ ଯାତ୍ରାର ମଧ୍ୟ ଯୋଗ ରହିଛି । ସନ୍ତାନଙ୍କ ସହ ଜଡିତ ଶୁଭ ଖବର ମିଳିବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହର ଯୋଗ ରହିଛି । ସ୍ୱାସ୍ଥ୍ୟ ଉତ୍ତମ ରହିବ। ବ୍ୟବସାୟୀ ଲାଭବାନ୍‌ ହେବେ। ପରିବାରରେ ସୁଖଶାନ୍ତିର ବାତାବରଣ ରହିବ।

- Advertisement -

ଗୁରୁଙ୍କ ଚଳନ ଫଳରେ କୁମ୍ଭ, ମୀନ, ଧନୁ ଓ ବିଛା ରାଶି ବ୍ୟକ୍ତି ବିଶେଷଙ୍କୁ ମଧ୍ୟମ ଫଳ ମିଳିବ । ସମସ୍ୟା ଆସିଲେ ମଧ୍ୟ ଧିରେ ଧିରେ ଦୂର ହେବ । ଅଟକି ଥିବା ଧନ ମିଳିବ । ଧନର ଲାଭ ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ ।

ଦେଖନ୍ତୁ ଛାତିଥରା ଭିଡିଓ ; ଶିଶୁକୁ ଝାମ୍ପି ନେଇଥାନ୍ତା ବାଘ, ହେଲେ..

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories