www.samajalive.in
Sunday, December 14, 2025
26.1 C
Bhubaneswar

ମୋବାଇଲ ଦୋକାନରୁ ଚୋରି

ଭବାନୀପାଟଣା: ସ୍ଥାନୀୟ ଦୈନିକ ବଜାରରେ ଥିବା ଅଗ୍ରୱାଲ ମୋବାଇଲ ଦୋକାନରୁ ଗତ ରାତିରେ ଚୋରି ହୋଇଛି । ଚୋରମାନେ ସଟର ତାଡି ପ୍ରାୟ ୨୫ଟି ଦାମୀ ମୋବାଇଲ ଏବଂ ନଗଦ ୧୫ ହଜାର ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହେଇଛି। ଚୋରି ହେଇଥିବା ମୋବାଇଲର ମୂଲ୍ୟ  ପ୍ରାୟ ୩ ଲକ୍ଷରୁ ଉର୍ଦ୍ଧ୍ବ ବୋଲି ଜଣାପଡିଛି। ଦୋକାନୀ ରମେଶ ଅଗ୍ରୱାଲଙ୍କ ଅଭିଯୋଗ କ୍ରମେ ଟାଉନ୍ ଥାନା ପୁଲିସ ଏବଂ ବିଶେଷଜ୍ଞ ଦଳ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଦୈନିକ ବଜାରର ମୁଖ୍ୟ ରାସ୍ତା ଏବଂ ନୂତନ ଟାଉନ୍ ଥାନାର ଅନତି ଦୂରରେ ଚୋରି ହେବା ଘଟଣା ବ୍ୟବସାୟୀ ମହଲରେ ଆଲୋଡନ ସୃଷ୍ଟି କରିଛି।

୫୦ ବର୍ଷ ପରେ ମାଲବ୍ୟ ରାଜଯୋଗ : ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ହେବେ ଧନୀ, ମିଳିବ ଚାକିରି, କିଣିବେ ଗାଡି..

- Advertisement -

https://samajalive.in/tiger-and-dog-video/649658.html

ଦେଖନ୍ତୁ ଭିଡିଓ; ରେଳ ଧାରଣାରେ ଶୋଇଲେ ଯୁବକ, ସାମ୍ନାରୁ ମାଡି ଆସିଲା ଟ୍ରେନ୍‌, ଆଉ ତା’ପରେ

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories