www.samajalive.in
Sunday, December 7, 2025
16.1 C
Bhubaneswar

ସୁକୁମା ଘଟଣାରେ ୧୦ ମାଓବାଦୀଙ୍କ ଚିହ୍ନଟ

ମାଲକାନଗିରି : ଗତ ୭ ତାରିଖ ଦିନ ବିଜାପୁର ପୁଲିସ ଦ୍ୱାରା ଏନ୍‍ କାଉଂଟରରେ ଧରମଗଡ ଜଙ୍ଗଲରେ ମୃତ ସମସ୍ତ ମାଓବାଦୀଙ୍କ ପରିଚୟ ମିୁଳିଛିା ଏ ନେଇ ଏସ୍‍.ପି କହିଛନ୍ତି ଯେ, ସମସ୍ତେ ଇନ୍ଦ୍ରାବତୀ ମାଓ ସଂଗଠନର ସଦସ୍ୟ ଏବଂ ସେଠାରେ ମାଓବାଦୀ ଏକ ବଡ ଧରଣର ହିଂସାକାଣ୍ଡ ଘଟାଇବା ନେଇ ତାଲିମ ଶିବିର ଅନୁଷ୍ଠିତ କରିଥିଲେ ଏବଂ ମୃତ ସମସ୍ତେ ଧରମଗଡ ଥାନା ଅଞ୍ଚଳର କ୍ୟାଡର ମାଓବାଦୀ ବୋଲି ପୁଲିସ କରିଛିା ମୃତକଙ୍କ ମଧ୍ୟରୁ ବିଜି ମାଡବି, ସୋମାରି ହର୍ସା, ଶାନ୍ତି, ସୁନ୍ଦର ଆୟାମ, ଶୁକୁ ଫରସା, ଶଙ୍କର କାଡିୟମ୍‍, ରାମେ ଆୟାମି, ରାଜୁ ଆୟାମି, ସୁକୁ ବାରସା, ପରମେଶ ବାର୍ସା ବୋଲି ଜଣାପଡିଛ୍ୟି ଆଜି ସମସ୍ତ ମୃତକଙ୍କ ଶବ ବ୍ୟବଛେଦ କରା ଯାଇଥିବା ପରେ ତାଙ୍କର ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରା ଯାଇଥିଲ।।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories