www.samajalive.in
Saturday, December 13, 2025
15.1 C
Bhubaneswar

ସମ୍ପତ୍ତି ବ୍ୟାଜ୍ୟାପ୍ତି କରି ନପାରି ଫେରିଗଲା କୋର୍ଟ

ବୁର୍ଲା : ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ବୁର୍ଲା ଜଳ ସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ଓ ଅବବାହିକା ପରିଚାଳକ ବୁର୍ଲାଙ୍କ କାର୍ଯ୍ୟାଳୟକୁ ସିଭିଲ କୋର୍ଟର ଛାଟ। ୨୦୦୦ ମସିହାରେ ମହାନଦୀ କୂଳରେ ନିର୍ମାଣ ହୋଇଥିବା ରିଂ ରୋଡର କାର୍ଯ୍ୟର ଟଙ୍କା ନିର୍ମାଣ ସଂସ୍ଥାକୁ ବିଭାଗ ଦେଇ ନଥିଲା। ଯାହା ଫଳରେ ଠିକା ସଂସ୍ଥା ବାଧ୍ୟ ହୋଇ କୋର୍ଟର ଦ୍ବାରସ୍ଥ ହୋଇଥିଲେ।
୨୦୧୪ ମସିହାରେ ଠିକା ସଂସ୍ଥାକୁ ସମସ୍ତ ଟଙ୍କା ସୁଧ ସହ ଫେରସ୍ତ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।ତେବେ ଜଳ ସମ୍ପଦ ବିଭାଗ ୨୦୨୪ ପର୍ଯ୍ୟନ୍ତ କୌଣସି ଟଙ୍କା ପୈଠ କରି ନଥିଲା। ତେବେ ଆଜି କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏକ ନିର୍ଦ୍ଦେଶନାମା ଧରି ଜଳ ସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସମ୍ପତି ସିଜ କରିବା ପାଇଁ କୋର୍ଟ କର୍ମଚାରୀ ମାନେ ଏଠାରେ ପହଞ୍ଚିବା ପରେ ସେମାନେ ଦେଖିବାକୁ ପାଇଥିଲେ କାର୍ଯ୍ୟାଳୟର ନାମ ପରିବର୍ତ୍ତନ ହେବା ସହ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କୌଣସି ଆସବାବ ପତ୍ର ନଥିଲା। ମୁଖ୍ୟଯନ୍ତ୍ରୀ କହିଥିଲେ ୨୦୨୧ ରୁ କାର୍ଯ୍ୟାଳୟର ନାମ ପରିବର୍ତ୍ତନ ହୋଇ ସାରିଛି। ସେପଟେ କୋର୍ଟ କର୍ମଚାରୀମାନେ ପରବର୍ତ୍ତୀ ସମୟରେ ଏନେଇ କୋର୍ଟଙ୍କୁ ଆସନ୍ତା ଏପ୍ରିଲ ୭ ତାରିଖରେ ଅବଗତ କରାଇବେ।

ଖୁସି ଖବର; କମିଲା ସୁନା ଦାମ୍‌, ଜାଣନ୍ତୁ କେତେ

୧୨ ବର୍ଷ ପରେ ବୁଧ-ବୃହସ୍ପତିଙ୍କ ମହାସଂଯୋଗ ; ଜାଣନ୍ତୁ କିଏ ହେବେ ମାଲାମାଲ୍‌, କାହାକୁ ମିଳିବ ନୂଆ ଚାକିରି, ସନ୍ତାନ ସୁଖ..

- Advertisement -

ହୃଦୟବିଦାରକ.. ଦେଖନ୍ତୁ ଭିଡିଓ; ବିବାହ ବାର୍ଷିକୀରେ ନାଚୁ ନାଚୁ ଚାଲିଗଲା ଜୀବନ

ଟାଟା ଆଣିଲା ଚକ ଥିବା ଏସି ; ମାତ୍ର ୨,୦୨୪ ଟଙ୍କା ଦେଇ ନେଇ ଆସନ୍ତୁ ଘରକୁ

ଏୟାରଟେଲ୍‌ ୩୮ କୋଟି ଉପଭୋକ୍ତାଙ୍କ ପାଇଁ ଆଣିଲା ଆଶ୍ୱସ୍ତି, ବର୍ଷକ ପାଇଁ ଆଣିଲା ସବୁଠାରୁ ଶସ୍ତା ପ୍ଲାନ୍‌

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories