www.samajalive.in
Saturday, December 6, 2025
14.1 C
Bhubaneswar

ମୁଁ ଏବେ ମଧ୍ୟ ମୋ ଶ୍ରବଶ୍ରେଷ୍ଠ ଫର୍ମକୁ ଫେରିନାହିଁ : ଟିମ ସାଉଦି

ଅକଲେଡ : ଫେବ୍ରୁଆରୀ ୬ବୁଧବାର ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟ୍ବେଣ୍ଟି-୨୦ ମୁକାବିଲାରେ ଭାରତ, ନ୍ୟୁଜିଲାଣ୍ଡଠାରୁ ୮୦ ରନରେ ପରାସ୍ତ ହୋଇଥିଲା। ଏହା ସହିତ ନ୍ୟୁଜିଲାଣ୍ଡ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ଲାଭ କରିଛି। ଟିମ ସେଇଫର୍ଟ(୮୪)ଙ୍କ ଧୂଆଁଧାର ବ୍ୟାଟିଂ ଏବଂ ପରେ ବୋଲରଙ୍କ ସଫଳତା ବଳରେ ନ୍ୟୁଜିଲାଣ୍ଡ ଏହି ବିଜୟ ହାସଲ କରିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ସଫଳ ବୋଲର ଭାବେ ଟିମ୍ ସାଉଦି ୩ଟି ଓ୍ଵିକେଟ୍ ନେଇଥିଲେ।
ମ୍ୟାଚ ପରେ ଦେଇଥିବା ଏକ ସାକ୍ଷାତକାରରେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ ଦଳର ଅନୁଭବୀ ଦ୍ରୁତ ବୋଲର ଟିମ ସାଉଦି ଏବେ ମଧ୍ୟ ତାଙ୍କ ଶ୍ରବଶ୍ରେଷ୍ଠ ଫର୍ମକୁ ଫେରିନଥିବା କଥା କହିଥିଲେ।
.

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories