www.samajalive.in
Tuesday, December 9, 2025
16.1 C
Bhubaneswar

ଲୋକସଭା ନିର୍ବାଚନ ଲଢିବେ ହାର୍ଦ୍ଦିକ ପଟେଲ

ଲକ୍ଷ୍ନୌ : ଲୋକସଭା ନିର୍ବାଚନ ଲଢିବା​‌ ନେଇ ଘୋଷଣା କରିଛନ୍ତି ପଟିଦାର ନେତା ହାର୍ଦ୍ଦିକ ପଟେଲ। ବୁଧବାର ଲକ୍ଷ୍ନୌରେ ଆୟୋଜିତ ଏକ ରାଲିରେ ଯୋଗଦେଇ ହାର୍ଦ୍ଦିକ ଏହି ଘୋଷଣା କରିଛନ୍ତି। ୨୦୧୪ରେ ହାର୍ଦ୍ଦିକଙ୍କୁ ୨୫ବର୍ଷ ହୋଇ ନଥିବାରୁ ସେ ଲୋକସଭା ନିର୍ବାଚନ ଲଢିପାରି ନଥିଲେ। କେଉଁ ଆସନରୁ ସେ ନିର୍ବାଚନ ଲଢିବେ ତାହା ଘୋଷଣା କରି ନାହାନ୍ତି। ତେବେ ସେ ଗୁଜରାଟର ମେହସାନା କିମ୍ବା ଆମରେଲିରୁ ନିର୍ବାଚନ ଲଢିବାର ସମ୍ଭାବନା ରହିଛି। ନିର୍ବାଚନ ଲଢିବା ଲାଗି ହାର୍ଦ୍ଦିକଙ୍କୁ ଟିକଟ ଦେବା ଲାଗି କଂଗ୍ରେସ ପୂର୍ବରୁ ଘୋଷଣା କରିସାରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories