www.samajalive.in
Monday, December 15, 2025
16.1 C
Bhubaneswar

ଦୁର୍ଘଟଣାରେ ଡ୍ରାଇଭର ମୃତ

ଭବାନୀପାଟଣା: ଥୁଆମୂଳ ରାମପୁର ରାସ୍ତା ଫୁର୍ଲିଝରନ ନିକଟରେ ଏକ ଟାଟାଏସି ଗାଡି ଦୁର୍ଘଟଣାରେ ଡ୍ରାଇଭର ବୀରେନ୍ଦ୍ର ରାଉତଙ୍କ ମୃତ୍ୟୁ ହୋଇଛି। ମୃତକ ବୀରେନ୍ଦ୍ର ରାଉତ ସ୍ଥାନୀୟ ବିବିସିପଡ଼ା ବାସିନ୍ଦା ବୋଲି ଜଣାପଡିଛି। ଥୁଆମୂଳ ରାମପୁର ରାସ୍ତା ଫୁର୍ଲିଝରନ ନିକଟରେ ଏକ ଟାଟାଏସି ଗାଡି ଦୁର୍ଘଟଣା ହେବାରେ ଡ୍ରାଇଭର ବୀରେନ୍ଦ୍ର ରାଉତ ଗାଡ଼ିରେ ଚାପି ହୋଇ ଯାଇଥିଲା ଏବଂ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

ଖବରପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳକୁ ଯାଇ ଗାଡ଼ିରେ ଚାପି ହେଇଥିବା ବୀରେନ୍ଦ୍ର ରାଉତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। ସମ୍ଭବତଃ ଭାରସାମ୍ୟ ହରାଇ ଗାଡିଟି ଗଛରେ ପିଟି ହେଇ ଥିବା ସଦରଥାନା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories