www.samajalive.in
Sunday, December 7, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ ; ନଦୀରେ ମଜାରେ ଗାଧୋଉଥିଲେ ଯୁବକ, ହାତରେ ଧରି ପକାଇଲେ କୁମ୍ଭୀର, ଆଉ ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଜୀବଜନ୍ତୁଙ୍କ ଅନେକ ଭିଡିଓ ଭୟଭୀତ କରିବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । କିଛି ଭିଡିଓକୁ ଦେଖି ଲୋକେ ନିଜ ହସକୁ ମଧ୍ୟ ରୋକି ପାରନ୍ତି ନାହିଁ । ନିକଟରେ ସେଭଳି ହିଁ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି ।
ଭିଡିଓରେ ଦେଖି ପାରିବେ, ଜଣେ ଯୁବକ ନଦୀ କୂଳରେ ଖୁବ୍‌ ମଜାରେ ଗାଧୋଉଛନ୍ତି । ପାଣି ବୁଡି ପୁଣି ଉଠି ଠିଆ ହେଉଛନ୍ତି । ପ୍ରଥମେ ଭିଡିଓ ଦେଖିଲେ ଏହା ସାଧାରଣ ବୋଲି ଅନୁଭବ ହେବ । ମାତ୍ର କିଛି ସମୟ ପରେ ଯାହା ଘଟିଲା ତାହା କେହି କଳ୍ପନା ମଧ୍ୟ କରିନଥିବେ ।

୩୦ ବର୍ଷ ପରେ.. ଶନିଙ୍କ ସମେତ ଏହି ଶକ୍ତିଶାଳୀ ଗ୍ରହ ଚଳନ; ସୁନାଭଳି ଚମକିବ ଏହି ରାଶିଙ୍କ ଭାଗ୍ୟ, ହେବେ ମାଲାମାଲ୍‌..

- Advertisement -

ଯୁବକ ଜଣକ ନଦୀରେ ଗାଧୋଇବା ସମୟରେ ତାଙ୍କ ନିକଟରେ ମାଛ ଅଛି ଭାବି ତାହାକୁ ଧରି ପକାଉଛନ୍ତି । ମାତ୍ର ହାତ ଉପରକୁ ଉଠାଇବା ମାତ୍ରେ ଯାହା ଦେଖିଲେ ସେ ଖୁବ୍‌ ଭୟଭୀତ ହୋଇ ନଦୀ କୂଳକୁ ଦୌଡିବାକୁ ଲାଗିଲେ ।
କାରଣ ଯୁବକ ଜଣକ ହାତରେ ମାଛ ନୁହେଁ ବରଂ ଏକ କୁମ୍ଭୀରକୁ ଧରି ପକାଇଥିଲେ । କୁମ୍ଭୀରକୁ ଦେଖିବା ମାତ୍ରେ ଯୁବକଙ୍କ ହୋସ୍‌ ଉଡି ଯାଇଥିଲା । ଭିଡିଓ ଭାଇରାଲ୍‌ ହେବା ପରେ ହଜାର ହଜାର ଲୋକେ ଏହାକୁ ଦେଖି ଭିନ୍ନ ଭିନ୍ନ ମତ ଦେଉଛନ୍ତି ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories