www.samajalive.in
Sunday, December 7, 2025
26.1 C
Bhubaneswar

୩୦ ବର୍ଷ ପରେ.. ଶନିଙ୍କ ସମେତ ଏହି ଶକ୍ତିଶାଳୀ ଗ୍ରହ ଚଳନ; ସୁନାଭଳି ଚମକିବ ଏହି ରାଶିଙ୍କ ଭାଗ୍ୟ, ହେବେ ମାଲାମାଲ୍‌..

ଜ୍ୟୋତିଷ ଗଣନା ଅନୁସାରେ ଶନି ଦେବ ୩୦ ବର୍ଷ ପରେ ମୀନ ରାଶିରେ ଉଦୟ ହେବାକୁ ଯାଉଛନ୍ତି। ଶନିଙ୍କ ଏହି ଚଳନ ଫଳରେ କିଛି କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟୋଦୟ ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାର୍ଚ୍ଚ ମାସ ୨୦୨୫ ଖୁବ୍‌ ଖାସ୍‌ । ଏହି ମାସରେ ୫ଟି ଗ୍ରହ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରୁଛନ୍ତି । ୨ ମାର୍ଚ୍ଚରେ ଶୁକ୍ର ମୀନ ରାଶିରେ ଓଲଟା ଚଳନ କରିବେ । ୧୪ ମାର୍ଚ୍ଚରେ ଗ୍ରହଙ୍କ ରାଜା ସୂର୍ଯ୍ୟଦେବ ମୀନ ରାଶିରେ ଚଳନ କରିବେ । ୧୫ ମାର୍ଚ୍ଚରେ ବୁଧ ମୀନ ରାଶିରେ ଓଲଟା ଚଳନ କରିବେ। ୧୭ ମାର୍ଚ୍ଚରେ ବୁଧ ମୀନ ରାଶିରେ ଅସ୍ତ ହେବେ । ଏହାପରେ ପୁଣି ୨୯ ମାର୍ଚ୍ଚରେ ଶନି ମୀନ ରାଶିରେ ଚଳନ କରିବେ। ଏହି ସମସ୍ତ ଗ୍ରହ ଚଳନ ଫଳରେ ଅନେକ ଶୁଭ ପ୍ରଭାବ ପଡିବ ।

ମେଷ- ମେଷ ରାଶି ବ୍ୟକ୍ତି ବିଶେଷଙ୍କୁ ଅନେକ ଲାଭ ମିଳିବ । ଏହି ମାସ କୌଣସି ବରଦାନରୁ କମ୍‌ ନୁହେଁ । ଅଟକି ଥିବା ଅନେକ କାମ ପୂରଣ ହେବ ।

- Advertisement -

ମିଥୁନ- ଜୀବନରେ ଖୁସିର ଆଗମନ ହେବ । କର୍ମକ୍ଷେତ୍ର ତଥା ବ୍ୟବସାୟରେ ଉନ୍ନତି ହେବ । ଯାତ୍ରାର ଯୋଗ ରହିଛି । ଧନ ପ୍ରାପ୍ତି ହେବ ।

କର୍କଟ- ଏହି ରାଶି ବ୍ୟକ୍ତି ବିଶେଷଙ୍କ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ହେବ । ପଦନ୍ନୋତିର ଯୋଗ ରହିଛି । କର୍ମକ୍ଷେତ୍ରରେ ଉନ୍ନତି ସହ ପରିବାର ସଦସ୍ୟଙ୍କ ସହଯୋଗ ମିଳିବ ।

କୁମ୍ଭ- ଏହି ରାଶି ବ୍ୟକ୍ତି ବିଶେଷଙ୍କ ଶୁଭ ସମୟ ଆରମ୍ଭ ହେବ । ଧନ ନିବେଶ କରି ଲାଭବାନ୍‌ ହେବେ । ଚାକିରିରେ ସଫଳତା ମିଳିବ । ସମସ୍ତ କାର୍ଯ୍ୟରେ ସକରାତ୍ମକ ଫଳ ମିଳିବ ।

ଦେଖନ୍ତୁ ଭିଡିଓ; ହିମାଚଳପ୍ରଦେଶରେ ବର୍ଷା ବିତ୍ପାତ, ଭାସି ଯାଉଛି ଗାଡି, ଲୋକେ ଘରେ ବନ୍ଦୀ..

 

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories