ଦେଖନ୍ତୁ ଭିଡିଓ; ହିମାଚଳପ୍ରଦେଶରେ ବର୍ଷା ବିତ୍ପାତ, ଭାସି ଯାଉଛି ଗାଡି, ଲୋକେ ଘରେ ବନ୍ଦୀ..
ନୂଆଦିଲ୍ଲୀ : ହିମାଚଳପ୍ରଦେଶର କୁଲ୍ଲୁରୁ ଏକ ଭୟଙ୍କର ଭିଡିଓ ସାମ୍ନାକୁ ଆସିଛି । ଅତି ପ୍ରବଳ ବର୍ଷା କାରଣରୁ ଭୂତନାଥ ନାଳରେ ଦେଖୁ ଦେଖୁ ଅନେକ ଗାଡି ବୁଡି ଯିବା ସହ ଭାସି ଯାଇଛି । କୁଲ୍ଲୁରେ ଦୁଇ ଦିନ ହେବ ଲଗାତାର ବର୍ଷା ଲାଗି ରହିଛି । ଏଥିପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସ୍ଥାନୀୟ ପାଣିପାଗ ବିଭାଗ ଅନେକ ଅଞ୍ଚଳକୁ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ପ୍ରବଳ ବର୍ଷାକୁ ନଜରରେ … Continue reading ଦେଖନ୍ତୁ ଭିଡିଓ; ହିମାଚଳପ୍ରଦେଶରେ ବର୍ଷା ବିତ୍ପାତ, ଭାସି ଯାଉଛି ଗାଡି, ଲୋକେ ଘରେ ବନ୍ଦୀ..
Copy and paste this URL into your WordPress site to embed
Copy and paste this code into your site to embed