୩୦ ବର୍ଷ ପରେ.. ଶନିଙ୍କ ସମେତ ଏହି ଶକ୍ତିଶାଳୀ ଗ୍ରହ ଚଳନ; ସୁନାଭଳି ଚମକିବ ଏହି ରାଶିଙ୍କ ଭାଗ୍ୟ, ହେବେ ମାଲାମାଲ୍‌..

ଜ୍ୟୋତିଷ ଗଣନା ଅନୁସାରେ ଶନି ଦେବ ୩୦ ବର୍ଷ ପରେ ମୀନ ରାଶିରେ ଉଦୟ ହେବାକୁ ଯାଉଛନ୍ତି। ଶନିଙ୍କ ଏହି ଚଳନ ଫଳରେ କିଛି କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟୋଦୟ ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାର୍ଚ୍ଚ ମାସ ୨୦୨୫ ଖୁବ୍‌ ଖାସ୍‌ । ଏହି ମାସରେ ୫ଟି ଗ୍ରହ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରୁଛନ୍ତି । ୨ ମାର୍ଚ୍ଚରେ ଶୁକ୍ର ମୀନ ରାଶିରେ ଓଲଟା ଚଳନ କରିବେ । … Continue reading ୩୦ ବର୍ଷ ପରେ.. ଶନିଙ୍କ ସମେତ ଏହି ଶକ୍ତିଶାଳୀ ଗ୍ରହ ଚଳନ; ସୁନାଭଳି ଚମକିବ ଏହି ରାଶିଙ୍କ ଭାଗ୍ୟ, ହେବେ ମାଲାମାଲ୍‌..