www.samajalive.in
Tuesday, December 9, 2025
16.1 C
Bhubaneswar

ଜିଓର ୩ଟି ସବୁଠାରୁ ଶସ୍ତା ପ୍ଲାନ୍‌ : ୨୮ ଦିନରୁ ୧୧ ମାସ ପର୍ଯ୍ୟନ୍ତ..

ନୂଆଦିଲ୍ଲୀ : ଜିଓର ଅନେକ ରିଚାର୍ଜ ପ୍ଲାନ୍‌ ରହିଛି । ଯାହାର ଦାମ୍‌ ଓ ସୁବିଧା ଭିନ୍ନ । ଜିଓର ପ୍ରିପେଡ୍‌ ପ୍ଲାନ୍‌ରେ ଏଭଳି ୩ଟି ପ୍ଲାନ୍‌ ରହିଛି, ଯାହା ଖୁବ୍‌ ଶସ୍ତା ।
୨୮ ଦିନର ସମୟସୀମା ପ୍ଲାନ୍‌ରେ ଉପଭୋକ୍ତାଙ୍କୁ ଅସୀମିତ କଲିଙ୍ଗ୍‌ର ଲାଭ ମିଳିବ । ଏଥିରେ ଏସଏମ୍‌ଏସ୍‌ର ସୁବିଧା ମଧ୍ୟ ରହିଛି ।
ଜିଓର ୧୮୯ ଟଙ୍କାର ରିଚାର୍ଜ ପ୍ଲାନ୍‌ରେ ଉପଭୋକ୍ତାଙ୍କୁ ୨ ଜିବି ଡାଟା ସହ କିଛି ଆପ୍‌କୁ ବ୍ୟବହାର କରିବାର ସୁବିଧା ମିଳିବ ।
ଜିଓର ୪୪୮ ଟଙ୍କାର ପ୍ଲାନ୍‌ରେ ଉପଭୋକ୍ତାଙ୍କୁ ୮୪ ଦିନର ସମୟସୀମା ମିଳିବ । ୮୪ ଦିନର ଏହା ସବୁଠାରୁ ଶସ୍ତା ପ୍ଲାନ୍‌ ବୋଲି କୁହାଯାଉଛି । ଏଥିରେ ଅସୀମିତ କଲିଙ୍ଗ୍‌, ୧୦୦୦ ଏସଏମଏସ୍‌ ସହ ଅନେକ ଆପ୍‌ ବ୍ୟବହାର କରିବା ପାଇଁ ସୁବିଧା ମିଳିବ ।
ଜିଓର ୧୧ ମାସର ସମୟସୀମାର ସବୁଠାରୁ ଶସ୍ତା ରିଚାର୍ଜ ପ୍ଲାନ୍‌ ୧୭୪୮ ଟଙ୍କାର । ଏଥିରେ ବ୍ୟବହାରକାରୀଙ୍କୁ ୩୩୬ ଦିନର ସମୟସୀମା ମିଳିଥାଏ ।
ଏଥିରେ ଉପଭୋକ୍ତାଙ୍କୁ ଅସୀମିତ କଲିଙ୍ଗର ଲାଭ ସହ ୩୬୦୦ ଏସଏମଏସ୍‌ ସୁବିଧା ମଧ୍ୟ ମିଳିବ ।
ଟ୍ରାଇ କିଛି ଦିନ ପୂର୍ବରୁ ଟେଲିକମ୍‌ କମ୍ପାନୀକୁ ନିର୍ଦ୍ଦେଶ ଦେଇଥିଲା କେବଳ କଲିଙ୍ଗ୍‌ର କିଛି ପ୍ଲାନ୍‌ ଲଞ୍ଚ କରିବାକୁ । ଏହାପରେ ଟେଲିକମ୍‌ କମ୍ପାନୀ କେବଳ କଲିଙ୍ଗ୍‌ ପାଇଁ ପ୍ଲାନ୍‌ ଲଞ୍ଚ କରିଥିଲା ।

ମହାଶିବରାତ୍ରୀରେ ମହାଭାଗ୍ୟୋଦୟ: ସବୁ ଗ୍ରହ ହେବେ ନତମସ୍ତକ ,ଏହି ରାଶି ହେବେ ମାଲାମାଲ୍‌, ଦୂର ହେବ ଚିନ୍ତା, ମିଳିବ ସଫଳତା.. 

ଦେଖନ୍ତୁ ଭିଡିଓ ; ଧନିଆପତ୍ରରେ ମହାଦେବଙ୍କ ଚିତ୍ର..

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories