ଦେଖନ୍ତୁ ଭିଡିଓ ; ଧନିଆପତ୍ରରେ ମହାଦେବଙ୍କ ଚିତ୍ର..
ନୂଆଦିଲ୍ଲୀ : ଚଳିତ ବର୍ଷ ଫେବୃଆରୀ ୨୬ରେ ଅର୍ଥାତ୍ ଆଜି ପାଳନ କରାଯାଉଛି ମହାଶିବରାତ୍ରୀ । ଏହି ଶୁଭ ଅବସରରେ ଜଣେ କଳାକାରଙ୍କ ଭଗବାନ ଶିବଙ୍କ ଏଭଳି ଏକ ଚିତ୍ର ତିଆରି କରିଛନ୍ତି ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଚିତ୍ର ତିଆରି କରିବା ପାଇଁ କଳାକାର ଜଣକ ଏକ ଭିନ୍ନ ଜିିନିଷର ବ୍ୟବହାର କରିଛନ୍ତି । ଯୁବକଙ୍କ ଏହି ଚମତ୍କାର ଚିତ୍ର ଆଙ୍କିବା ଦେଖି ସଭିଁଙ୍କ ମନମୁଗ୍ଧ ହୋଇଛି । Related Posts ବ୍ରେକିଙ୍ଗ … Continue reading ଦେଖନ୍ତୁ ଭିଡିଓ ; ଧନିଆପତ୍ରରେ ମହାଦେବଙ୍କ ଚିତ୍ର..
Copy and paste this URL into your WordPress site to embed
Copy and paste this code into your site to embed