www.samajalive.in
Sunday, December 14, 2025
19.1 C
Bhubaneswar

ଅପରାହ୍ଣ ୪ଟା ମୁଖ ଖବର

ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ, ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା..

କିଟ୍‌ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା, ଶୀଘ୍ର ତଦନ୍ତ ସାରି ନ୍ୟାୟ ଦେବାକୁ ନେପାଳ ମାନବାଧିକାର କମିଶନଙ୍କ ଚିଠି, ଭାରତୀୟ ମାନବାଧିକାର କମିଶନଙ୍କୁ ଚିଠି ଲେଖି ନ୍ୟାୟ ଦାବି କରିଛନ୍ତି..

- Advertisement -

ଚାଷୀଙ୍କ ଖାତାକୁ ଆସିଲା ପିଏମ୍‌ କିଷାନ ଟଙ୍କା, ଡିବିଟି ଜରିଆରେ ୧୯ତମ କିସ୍ତି ପ୍ରଦାନ..

ଭୁବନେଶ୍ୱର : ପିଏମ୍‌ କିଷାନରେ ଓଡିଶାରୁ ୩୪ ଲକ୍ଷ ୯୫ ହଜାର ୧୪୭ ଚାଷୀ, ଏନେଇ ସୂଚନା ଦେଲେ କୃଷି ସଚିବ ଅରବିନ୍ଦ ପାଢୀ.. ୧୮ ତମ କିସ୍ତି ପ୍ରଦାନ ବେଳେ ବାଦ ପଡିଥିବା ଚାଷୀ ହୋଇଛନ୍ତି ସାମିଲ, ଯେଉଁମାନେ ବାଦ୍‌ ପଡିଛନ୍ତି ପୋର୍ଟାଲରେ ଆବେଦନ କରି ପାରିବେ..

ଖୁବ୍‌ ଖାସ୍‌ ଏବର୍ଷର ଶିବରାତ୍ରୀ: ୧୪୯ ବର୍ଷ ପରେ ତ୍ରିଗ୍ରହୀ ଯୋଗ, ଏହି ରାଶି ହେବେ ମାଲାମାଲ୍‌, ଭାଗ୍ୟଶାଳୀ, ରହିବନି ଚିନ୍ତା ..

ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲାରେ ଖୋଳତାଡ, ନବଙ୍କ ଆଉ ଜଣେ କର୍ମଚାରୀଙ୍କୁ ଚାଲିଛି ପଚରାଉଚରା, ଅତିରିକ୍ତ ଏସ୍‌ପିଙ୍କ ସହ ଥାନା ଅଧିକାରୀ କରୁଛନ୍ତି ଜେରା..

ଦେଖନ୍ତୁ ଭିଡିଓ ; ବିରାଟଙ୍କ ଶତକ ପରେ ପାକିସ୍ତାନରେ ବି ଉତ୍ସବ ପାଳନ

ଭୁବନେଶ୍ୱର : ଟ୍ୱିନ୍‌ ସିଟି କଟକ ଓ ଭୁବନେଶ୍ୱରରେ ଲାଗିବ ଏଆଇ କ୍ୟାମେରା , ଏନେଇ ପୁଲିସ କମିଶନର ସୁରେଶ ଦେବଦତ୍ତସିଂ ସୂଚନା ଦେଇଛନ୍ତି, ଟ୍ରାଫିକ୍‌ ଖିଲାପକାରୀ ସହ ଅପରାଧୀଙ୍କୁ ଧରିବ ଉଚ୍ଚମାନର ଏଆଇ କ୍ୟାମେରା

ସୋର: ଏକତରଫା ପ୍ରେମରେ ବିଫଳ ପିଶାଚ ପ୍ରେମିକର ବର୍ବରକାଣ୍ଡ, ଯୁବତୀର ବେକ କାଟି ହତ୍ୟା କରିଥିବା ଅଭିଯୋଗ..

କେନ୍ଦ୍ରାପଡା ତିନିମୁହାଣି ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ସ୍କୁଟିକୁ ଧକ୍କା ଦେଲା ଟ୍ରକ ; ସ୍ତ୍ରୀ ମୃତ, ପୁଅ-ସ୍ୱାମୀ ଆହତ..

ଦେଖନ୍ତୁ ଭିଡିଓ ; ନିଶାସକ୍ତ ଅବସ୍ଥାରେ କୁମ୍ଭୀର ଭର୍ତ୍ତି ନଦୀକୁ ଡେଇଁଲେ, ତା’ପରେ..

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories