www.samajalive.in
Monday, December 8, 2025
14.1 C
Bhubaneswar

ଛାତ୍ରର ଭୁଜାଲି ଚୋଟରେ ଅଧ୍ୟାପକ ଗୁରୁତର

ଗୋପ: ଗୋପ ଥାନା ଅନ୍ତର୍ଗତ ନୟାହାଟ ମହାବିଦ୍ୟାଳୟରେ ଜୈନିକ ଛାତ୍ରଙ୍କ ଭୁଜାଲି ଚୋଟରେ ଜଣେ ଅଧ୍ୟାପକ ଗୁରୁତର ହୋଇଛନ୍ତି  । ମହାବିଦ୍ୟାଳୟ ପରିସରରେ ସମ୍ପୃକ୍ତ ଛାତ୍ର ଜଣଙ୍କ ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ହଇରାଣ କରିବା ସହ ଆତଙ୍କରାଜ ଚଳାଇଥିଲେ। ମାତ୍ର ଇଂରାଜୀ ଅଧ୍ୟାପକ ରତିକାନ୍ତ ଦାଶ ଏପରି କରିବା ପାଇଁ ବାରଣ କରିଥିଲେ। ଏଥିରେ ଉତ୍ତକ୍ଷିପ୍ତ ହୋଇ ଛାତ୍ର ଜଣଙ୍କ ବୁଧାବବରେ ଏକ ଭୁଜାଲିରେ ଅଧ୍ୟାପକଙ୍କୁ ଆକ୍ରମଣ କରିଥିଲେ । ଅଧ୍ୟାପକଙ୍କ ହାତ ଓ ଜଙ୍ଗରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଏହାପରେ ସମ୍ପୃକ୍ତ ଛାତ୍ର ଫେରାର ହୋଇଯାଇଛି । ଅଭଯୁକ୍ତ ଛାତ୍ରର ଘର ନିଆଳିର ବେତଣ୍ଡା  ରେ ବୋଲି ଜଣା ପଡିଛି। ପୁଲିସ ଏକ ମାମଲା ରୁଜୁ କରିବା ସହ ଛାତ୍ରକୁ ଗିରଫ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories