www.samajalive.in
Sunday, December 14, 2025
26.1 C
Bhubaneswar

ବାରବାଟୀରେ ଟିକେଟ୍‌ ବିକ୍ରି ପାଇଁ ଠେଲାପେଲା, ଧସ୍ତାଧସ୍ତି; ପୁଲିସ ନାକେଦମ୍‌

କଟକ : କଟକ ବାରବାଟୀରେ ଟିକେଟ୍‌ ବିକ୍ରି ପାଇଁ ଅସମ୍ଭାଳ ଭିଡ ସହ ଠେଲାପେଲା, ଧସ୍ତାଧସ୍ତି ପରିସ୍ଥିତି ବୁଧବାର ସୃଷ୍ଟି ହୋଇଛି। ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ନାକେଦମ୍‌ ହୋଇଛି। ଭିଡ ଅସମ୍ଭାଳ ହୋଇ ଲୋକେ ଟିକେଟ୍‌ କାଉଣ୍ଟର ଛାତ ଉପରକୁ ଚଢି ଯାଇଛନ୍ତି। ଖରା କାରଣରୁ କିଛି ଲୋକେ ଚେତାଶୂନ୍ୟ ହୋଇଛନ୍ତି। ପାଣି, ବାହାରକୁ ବାହାରିବାର ସଠିକ୍‌ ବ୍ୟବସ୍ଥା ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ନିଜେ ଡିସିପିଙ୍କ ସହ ପୁଲିସକର୍ମୀ ଭିଡ ନିୟନ୍ତ୍ରଣ କରିବାକୁ ନୟାନ୍ତ ହୋଇପଡିଛନ୍ତି। ଲୋକେ ସନ୍ଧ୍ୟାରୁ ଲାଇନ୍‌ରେ ଠିଆ ହୋଇ ଏଯାଏଁ ଟିକେଟ୍‌ ମିିଳିନଥିବା କ୍ରିକେଟ୍‌ ପ୍ରେମୀ କହିଛନ୍ତି। ଅସମ୍ଭାଳ ଭିଡ ପାଇଁ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି।

ସୂର୍ଯ୍ୟ ଓ ମଙ୍ଗଳ ଏକାଠି ଯୋଗୁଁ ହେବ ଶକ୍ତିଶାଳୀ ଷଡାଷ୍ଟକ ଯୋଗ ; ଏହି ରାଶି ହେବେ ମାଲାମାଲ୍‌, ଦୂର ହେବ ସବୁ ଚିନ୍ତା..

ତ୍ୱଚାର ସୌନ୍ଦର୍ଯ୍ୟ କିଛି ବର୍ଷ ପରେ କମ୍‌ ହୋଇଯିବ; ଜାଣନ୍ତୁ କାହିଁକି ଐଶ୍ୱର୍ଯ୍ୟାଙ୍କ ବିଷୟରେ ଏମିତି କହିଲେ ଅମିତାଭ..

- Advertisement -

ସାବଧାନ୍‌ ; ହ୍ୱାଟ୍ସଆପ୍‌ରେ ଏହି ଭୁଲ୍‌ କଲେ ଯିବେ ଜେଲ୍‌!

 

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories