ସାବଧାନ୍‌ ; ହ୍ୱାଟ୍ସଆପ୍‌ରେ ଏହି ଭୁଲ୍‌ କଲେ ଯିବେ ଜେଲ୍‌!

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଲୋକେ ଦିନର ଅଧିକାଂଶ ସମୟ ହ୍ୱାଟ୍ସଆପ୍‌ ଗ୍ରୁପରେ ହିଁ ଅତିବାହିତ କରୁଛନ୍ତି । ମାତ୍ର ଆପଣ ଜାଣନ୍ତି କି ହ୍ୱାଟ୍ସଆପ୍‌ ଗ୍ରୁପରେ ପଠାଯାଉଥିବା କିଛି ମେସେଜ୍‌ ଓ ଭିଡିଓ ପାଇଁ ଆପଣ ଜେଲ୍‌ ମଧ୍ୟ ଯାଇ ପାରନ୍ତି । ଏହାସହ ଅନେକ ସମସ୍ୟାର ମଧ୍ୟ ସମ୍ମୁଖୀନ ହୋଇପାରନ୍ତି । ଆପଣଙ୍କ ବିରୁଦ୍ଧରେ ମାମଲା ମଧ୍ୟ ରୁଜୁ ହୋଇପାରେ । ଜାଣନ୍ତୁ ହ୍ୱାଟ୍ସଆପ୍‌ରେ କେଉଁ ମେସେଜ୍‌ ଓ ଭିଡିଓ ପଠାଇବା ଅପରାଧ.. ଯଦି … Continue reading ସାବଧାନ୍‌ ; ହ୍ୱାଟ୍ସଆପ୍‌ରେ ଏହି ଭୁଲ୍‌ କଲେ ଯିବେ ଜେଲ୍‌!