www.samajalive.in
Sunday, December 7, 2025
23.1 C
Bhubaneswar

ଭୋଡାଫୋନ ଆଣିଲା ୫୦, ୧୦୦ ଏବଂ ୫୦୦ଟଙ୍କାର ପ୍ଲାନ

ନୂଆଦିଲ୍ଲୀ : ଭୋଡାଫୋନ ମ୍ପାନୀ ତାର ଗ୍ରାହକ ମାନଙ୍କ ପାଇଁ ଏକ ଶସ୍ତା ପ୍ରି-ପେହ ପ୍ଲାନ ଆଣିଛି। ଯେଉଁଥିରେ ୫୦,୧୦୦ ଏବଂ ୫୦୦ଟଙ୍କାର ପ୍ଲାନ ସାମିଲ ରହିଛି। ଭୋଡାଫୋନର ଏହି ପ୍ଲାନର ବୈଧତା ୮୪ଦିନ। ତେବେ ଆସନ୍ତୁ ଏହି ପ୍ଲାନ ବିଷୟରେ ଅଧିକ ଜାଣିବା।

courtesy-my smart price

ଭୋଡାଫୋନର ୫୦ଟଙ୍କାର ପ୍ଲାନ ବିଷୟରେ କହିଲେ ଏଥିରେ ୩୯.୩୭ଟଙ୍କାର ଟକ୍‍ ଟାଇମ ମିଳିବ। ଯାହାର ବୈଧତା ୨୮ଦିନ।
ସେହିପରି ଭୋଡାଫୋନର ୧୦୦ଟଙ୍କାର ପ୍ଲାନରେ ୨୮ଦିନର ବୈଧତା ସହିତ ଫୁଲ ଟକ୍‍ ଟାଇମ୍‍ ମିଳିବ। ଏତିରେ ଆପଣଙ୍କୁ କୌଣସି ଡାଟା ଏବଂ ଫ୍ରି କଲିଙ୍ଗ ମିଳିବ ନାହିଁ।

- Advertisement -
courtesy-wallimpex.com

ଭୋଡାଫୋନର ୫୦୦ଟଙ୍କାର ପ୍ଲାନରେ ମଧ୍ୟ ଫୁଲ ଟକ୍‍ ଟାଇମ୍‍ ମିଳିବ। ଯାହାର ବୈଧତା ୮୪ଦିନ। ଏହି ପ୍ଲାନରେ ମଧ୍ୟ କୌଣସି ଡାଟା କିମ୍ବା ଫ୍ରି କଲିଙ୍ଗ ମିଳିବ ନାହିଁ।
ବର୍ତ୍ତମାନ ଭୋଡାଫୋନର ଏହି ପ୍ଲାନ ଓଡିଶା ସର୍କଲ ପାଇଁ ଉପଲବ୍ଧ ନାହିଁ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories