www.samajalive.in
Sunday, December 14, 2025
16.1 C
Bhubaneswar

ଦେଖନ୍ତୁ ଭିଡିଓ ; ଜଙ୍ଗଲୀ ଦନ୍ତାର ଉପଦ୍ରବ, ଘର କବାଟ ପାଖରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜଙ୍ଗଲୀ ଜୀବଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ। କିଛି ଭିଡିଓ ଖୁବ୍‌ ଭୟଭୀତ କରିଥାଏ । ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ମଧ୍ୟ ବେଶ ଆକର୍ଷିତ କରୁଛି । ନିକଟରେ ହାତୀର ଏଭଳି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯାହା ଆଶ୍ଚର୍ଯ୍ୟଚକିତ କରୁଛି।
ଭିଡିଓରେ ଦେଖିପାରିବେ ଏକ ଜଙ୍ଗଲୀ ଦନ୍ତା ହାତୀ ଘର ଭିତରକୁ ପଶିବାକୁ ଚେଷ୍ଟା କରୁଛି । ଘର ଭିତରକୁ ସମ୍ପୂର୍ଣ୍ଣ ଭାବେ ପ୍ରବେଶ ନକରି ସେ କବାଟ ପାଖରେ ଥାଇ ନିଜ ଶୁଣ୍ଢରେ ଘରର ସମସ୍ତ ଆସବାବପତ୍ରକୁ ଏଣେତେଣେ ଫିଙ୍ଗିବା ସହ ନଷ୍ଟ କରି ଦେଉଛି। ସେହି ସମୟରେ ଘର ଭିତରୁ ଶବ୍ଦ ମଧ୍ୟ ଶୁଣାଯାଉଛି। ଘର ଭିତରୁ ଜଣେ ଯୁବକ ହାତୀର ଭିଡିଓ କରିଥିବା ଜଣାପଡିଛି।


ଅଧିକାଂଶ ସମୟରେ ଜଙ୍ଗଲକଟା, ଖାଦ୍ୟ ଅନ୍ୱେଷଣ କରି ଜଙ୍ଗଲୀ ଜନ୍ତୁ ଜନବସତି ମୁହାଁ ହେଉଥିବା ଦେଖାଯାଉଛି। ଅନେକ ସମୟରେ ଏଥିପାଇଁ ଜୀବଜନ୍ତୁ ଓ ମନୁଷ୍ୟ ଜୀବନହାନୀ ଘଟୁଛି । ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।

ଫେବୃଆରୀ ୧୫ ଯାଏଁ ବଢିଲା ରାସନ ଇ-କେୱାଇସି

- Advertisement -

୧୮ ବର୍ଷ ପରେ ରାହୁ-ଶୁକ୍ରଙ୍କ ଅତ୍ୟନ୍ତ ଶୁଭ ଯୋଗ ପୁଣି ଶକ୍ତିଶାଳୀ ଗଜକେସରୀ ଯୋଗ; ଏହି ରାଶି ହେବେ ଭାଗ୍ୟବାନ୍‌, ସବୁ ଚିନ୍ତା ହେବ ଦୂର..

ଜିଓର ୨୦୦ରୁ ବି କମ୍‌ ଏହି ପ୍ଲାନ୍‌, ଦୈନିକ ମିଳିବ ୨ଜିବି ଡାଟା

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories