ଫେବୃଆରୀ ୧୫ ଯାଏଁ ବଢିଲା ରାସନ ଇ-କେୱାଇସି

ଭୁବନେଶ୍ୱର : ଫେବୃଆରୀ ୧୫ ଯାଏଁ ବଢିଲା ରାସନ କାର୍ଡ ପାଇଁ ଇ-କେୱାଇସି ଅପଡେଟ୍‌ । ଅବଧି ବୃଦ୍ଧି ନେଇ ଗୁରୁବାର ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ପୂର୍ବରୁ ଜାନୁଆରୀ ୩୧ ଶେଷ ତାରିଖ ଥିବା ବେଳେ ବର୍ତ୍ତମାନ ଏହା ଫେବୃଆରୀ ୧୫କୁ ବୃଦ୍ଧି ପାଇଛି। କିଛି ଲୋକ ଇ-କେୱାଇସି କରି ନଥିବାରୁ ବୃଦ୍ଧି ପାଇଁ ଦାବି କରି ଥିଲେ। ଏହାକୁ ବିଚାର କରି ସରକାର ଅବଧି ବୃଦ୍ଧି ନେଇ ନିଷ୍ପତ୍ତି ନେଇଛନ୍ତି ବୋଲି … Continue reading ଫେବୃଆରୀ ୧୫ ଯାଏଁ ବଢିଲା ରାସନ ଇ-କେୱାଇସି