www.samajalive.in
Saturday, December 13, 2025
26.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ କୁହୁଡି ଦୃଶ୍ୟମାନ..

ମାଓବାଦୀଙ୍କ ଗୋଳାବାରୁଦ କାରଖାନା ଠାବ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ, ଛତିଶଗଡ଼ ସୁକମା ଜିଲାରେ କୋମ୍ବିଂ ଅପରେସନ ବେଳେ ଜବତ କଲେ କୋବ୍ରା ବାହିନୀ ଓ ସିଆରପିଏଫ ଯବାନ..

- Advertisement -

ରାଜଧାନୀ ଭୁବନେଶ୍ଵରରେ ସିରିଜ ଦୁର୍ଘଟଣା, ରାଜମହଲ ଓ ମାଷ୍ଟରକ୍ୟାଣ୍ଟିନ ଛକ ମଝିରେ ୨ଟି ମୋ ବସ ଓ ଦୁଇଟି କାର ପଛକୁ ପଛ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ..

ତୁଳସୀ ବୃକ୍ଷ ପାଖରେ ଏହି ଗଛ ଥିଲେ ଘରେ ଲାଗି ରହେ ଅଶାନ୍ତି, କରିଥାଏ କାଙ୍ଗାଳ..

ବଢିଛି କୁମ୍ଭୀର ସଂଖ୍ୟା, ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ..

ଭଦ୍ରକରେ ତେଜୁଛି ଚାଷୀ ଅସନ୍ତୋଷ : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା, ଟୋକନ ପାଇଥିଲେ ବି ଧାନ ବିକ୍ରି ହେଉନଥିବା ଅଭିଯୋଗ, ଗ୍ରାଉଣ୍ଡକୁ ଯାଇ ସ୍ଥିତି ପରଖିଲେ ଜିଲ୍ଲାପାଳ..

୫୦ ବର୍ଷ ପରେ ମୌନୀ ଅମାବାସ୍ୟାରେ ଦୁର୍ଲ୍ଲଭ ଯୋଗ, ଏହି ରାଶି ହେବେ ଭାଗ୍ୟଶାଳୀ, ହେବ ଧନବର୍ଷା, ବଦଳିଯିବ ଭାଗ୍ୟ..

ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ୧୨୮ତମ ଜୟନ୍ତୀ , ସାରା ଦେଶରେ ପାଳନ ହେଉଛି ପରାକ୍ରମ ଦିବସ..

କୋଲକାତା, ଦିଲ୍ଲୀ ପରେ କଟକରେ ୩ ଦିନିଆ କାର୍ଯ୍ୟକ୍ରମ, ସାମିଲ ହେଲେ ମୁଖ୍ୟମନ୍ତ୍ରୀ, ଲୋକମାନେ ପାଖରୁ ଦେଖିପାରିବେ ନେତାଜୀଙ୍କ ଜୀବନୀ ସହ ବ୍ୟବହାର କରୁଥିବା ଜିନିଷ..

କପିଲ ଶର୍ମା, ରାଜପାଲ ଯାଦବ, ରେମୋ ଡିସୌଜାଙ୍କୁ ହତ୍ୟା ଧମକ; ପାକିସ୍ତାନରୁ ମେଲ ଯୋଗେ ଆସିଛି ଧମକ..

ମହାରାଷ୍ଟ୍ର ଟ୍ରେନ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା..

ଟ୍ରେନ୍‌ରେ ଚା’ ପିଇବା ପସନ୍ଦ କି ? ଦେଖନ୍ତୁ ଭିଡିଓ

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories