www.samajalive.in
Monday, December 8, 2025
27.1 C
Bhubaneswar

ଟ୍ରେନ୍‌ରେ ଚା’ ପିଇବା ପସନ୍ଦ କି ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ବସ୍‌ ହେଉ କି ଟ୍ରେନ୍‌ ଲୋକେ ଯାତ୍ରା କରିବା ସମୟରେ ଚା’ ପିଇବାକୁ ଅଧିକ ପସନ୍ଦ କରିଥାନ୍ତି । ବିଶେଷ କରି ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଚା’ ପିଇଥାନ୍ତି । ନିକଟରେ ଭାଇରାଲ୍‌ ହେଉଥିବା ଚା’ର ଏକ ଭିଡିଓ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଏହି ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓ ଦେଖି ଚା’ ପ୍ରେମୀଙ୍କୁ ଶକ୍ତ ଧକ୍କା ଲାଗି ପାରେ।


ଭିଡିଓରେ ଦେଖିପାରିବେ, ଜଣେ ଚା’ ବିକାଳୀ ଟ୍ରେନ୍‌ର ଶୌଚାଳୟରେ ଚା’ କଣ୍ଟେନରଟିକୁ (ଚା’ପ୍ରସ୍ତୁତ ହେଉଥିବା ପାତ୍ର) ସଫା କରୁଛନ୍ତି । ଜଣେ ବ୍ୟକ୍ତି ଶୌଚାଳୟର ଅପରିଷ୍କାର ସ୍ଥାନରେ କଣ୍ଟେନରଟିକୁ ସଫା କରୁଛନ୍ତି । ଏହା ଅସ୍ୱାସ୍ଥ୍ୟକର ହେବା ସହ ଲୋକଙ୍କ ସ୍ୱାସ୍ଥ୍ୟକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ଏହି ଦୃଶ୍ୟ ଦେଖି ସଭିଁଙ୍କ ମନରେ ଟ୍ରେନ୍‌ର ସ୍ୱଚ୍ଛତା ଉପରେ ଅସନ୍ତୋଷ ସୃଷ୍ଟି ହୋଇଛି । ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେବା ସହ କ୍ରୋଧ ପ୍ରକାଶ କରିଛନ୍ତି ।

୫୦ ବର୍ଷ ପରେ ମୌନୀ ଅମାବାସ୍ୟାରେ ଦୁର୍ଲ୍ଲଭ ଯୋଗ, ଏହି ରାଶି ହେବେ ଭାଗ୍ୟଶାଳୀ, ହେବ ଧନବର୍ଷା, ବଦଳିଯିବ ଭାଗ୍ୟ..

- Advertisement -

ତୁଳସୀ ବୃକ୍ଷ ପାଖରେ ଏହି ଗଛ ଥିଲେ ଘରେ ଲାଗି ରହେ ଅଶାନ୍ତି, କରିଥାଏ କାଙ୍ଗାଳ..

ସ୍ତ୍ରୀଙ୍କୁ ମାରି କୁକରରେ ରାନ୍ଧିଲେ ସେନା କର୍ମଚାରୀ

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories