ସ୍ତ୍ରୀଙ୍କୁ ମାରି କୁକରରେ ରାନ୍ଧିଲେ ସେନା କର୍ମଚାରୀ

ହାଇଦ୍ରାବାଦ : ବର୍ବରତାର ସବୁ ସୀମା ପାର୍‌। ତେଲଙ୍ଗାନାର ରଙ୍ଗାରେଡ୍ଡୀ ଜିଲାରେ ହତ୍ୟାକାଣ୍ଡର ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ହଇଚଇ ସୃଷ୍ଟି କରିଛି। ଏଠାରେ ଜଣେ ପୂର୍ବତନ ସେନା କର୍ମଚାରୀ ବର୍ବରତାର ସବୁ ସୀମା ଟପି ଯାଇଥିବା ଜଣାପଡିଛି। ମିଳିଥିବା ସୂଚନାନୁଯାୟୀ, ପୂର୍ବତନ ସେନା କର୍ମଚାରୀ ଗୁରୁ ମୂର୍ତ୍ତି (୪୫) ନିଜ ପତ୍ନୀଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି କୁକରରେ ରାନ୍ଧିଥିଲେ। ଅଧିକାରୀଙ୍କ ସୂଚନାନୁଯାୟୀ, ଅଭିଯୁକ୍ତ ଗୁରୁ ମୂର୍ତ୍ତି ଗତ … Continue reading ସ୍ତ୍ରୀଙ୍କୁ ମାରି କୁକରରେ ରାନ୍ଧିଲେ ସେନା କର୍ମଚାରୀ