୫୦ ବର୍ଷ ପରେ ମୌନୀ ଅମାବାସ୍ୟାରେ ଦୁର୍ଲ୍ଲଭ ଯୋଗ, ଏହି ରାଶି ହେବେ ଭାଗ୍ୟଶାଳୀ, ହେବ ଧନବର୍ଷା, ବଦଳିଯିବ ଭାଗ୍ୟ..

ଚଳିତ ବର୍ଷ ମୌନୀ ଅମାବାସ୍ୟା ୨୯ ଜାନୁଆରୀ ବୁଧବାର। ଏହି ଅମାବାସ୍ୟା ମାଘ ମାସରେ ପଡିଥାଏ । ତେଣୁ ଏହାକୁ ମାଘୀ ଅମାବାସ୍ୟା ନାମରେ ମଧ୍ୟ ଜଣାଶୁଣା। ଜ୍ୟୋତିଷ ଗଣନା ଅନୁସାରେ ଚଳିତ ଥର ମୌନୀ ଅମାବାସ୍ୟାରେ ଏକ ବଡ ଦୁର୍ଲ୍ଲଭ ସଂଯୋଗ ହେବାକୁ ଯାଉଛି। ଦୀର୍ଘ ୫୦ ବର୍ଷ ପରେ ଏହି ଯୋଗ ହେବାକୁ ଯାଉଛି । ଚଳିତ ବର୍ଷ ମୌନୀ ଅମାବାସ୍ୟା ଦିନ ମକର ରାଶିରେ ସୂର୍ଯ୍ୟ, ଚନ୍ଦ୍ରମା ଓ ବୁଧ ଗ୍ରହ ଏକାଠି … Continue reading ୫୦ ବର୍ଷ ପରେ ମୌନୀ ଅମାବାସ୍ୟାରେ ଦୁର୍ଲ୍ଲଭ ଯୋଗ, ଏହି ରାଶି ହେବେ ଭାଗ୍ୟଶାଳୀ, ହେବ ଧନବର୍ଷା, ବଦଳିଯିବ ଭାଗ୍ୟ..