www.samajalive.in
Sunday, December 7, 2025
16.1 C
Bhubaneswar

୫୦ ବର୍ଷ ପରେ ମୌନୀ ଅମାବାସ୍ୟାରେ ଦୁର୍ଲ୍ଲଭ ଯୋଗ, ଏହି ରାଶି ହେବେ ଭାଗ୍ୟଶାଳୀ, ହେବ ଧନବର୍ଷା, ବଦଳିଯିବ ଭାଗ୍ୟ..

ଚଳିତ ବର୍ଷ ମୌନୀ ଅମାବାସ୍ୟା ୨୯ ଜାନୁଆରୀ ବୁଧବାର। ଏହି ଅମାବାସ୍ୟା ମାଘ ମାସରେ ପଡିଥାଏ । ତେଣୁ ଏହାକୁ ମାଘୀ ଅମାବାସ୍ୟା ନାମରେ ମଧ୍ୟ ଜଣାଶୁଣା। ଜ୍ୟୋତିଷ ଗଣନା ଅନୁସାରେ ଚଳିତ ଥର ମୌନୀ ଅମାବାସ୍ୟାରେ ଏକ ବଡ ଦୁର୍ଲ୍ଲଭ ସଂଯୋଗ ହେବାକୁ ଯାଉଛି। ଦୀର୍ଘ ୫୦ ବର୍ଷ ପରେ ଏହି ଯୋଗ ହେବାକୁ ଯାଉଛି ।
ଚଳିତ ବର୍ଷ ମୌନୀ ଅମାବାସ୍ୟା ଦିନ ମକର ରାଶିରେ ସୂର୍ଯ୍ୟ, ଚନ୍ଦ୍ରମା ଓ ବୁଧ ଗ୍ରହ ଏକାଠି ହୋଇ ତ୍ରିଗ୍ରହୀ ଯୋଗ ସୃଷ୍ଟି କରିବାକୁ ଯାଉଛନ୍ତି । ଏହି ସମୟରେ ଗୁରୁ ଗ୍ରହ ମଧ୍ୟ ବୃଷ ରାଶିରେ ବିରାଜମାନ ରହିବେ । ଏହି ସଂଯୋଗର ପ୍ରଭାର ମହାକୁମ୍ଭରେ ମଧ୍ୟ ପଡିବ ।
ମୌନୀ ଅମାବାସ୍ୟାରେ ହେବାକୁ ଥିବା ଏହି ଦୁର୍ଲ୍ଲଭ ସଂଯୋଗ ଫଳରେ କିଛି ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ..

ବୃଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ମିଳିବ । ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ । ମାନସିକ ଅଶାନ୍ତି ଦୂର ହେବ । ଧନ ଲାଭ ହେବ ।

- Advertisement -

କର୍କଟ- ନୂଆ କାମର ଆରମ୍ଭ କରିବେ । ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ଆୟରେ ବୃଦ୍ଧି ହେବ ।

କନ୍ୟା – କର୍ମକ୍ଷେତ୍ରରେ ଶୁଭ ପରିବର୍ତ୍ତନ ହେବ । ଅଟକି ଥିବା ସମସ୍ତ କାମ ପୂରଣ ହେବ । ଧନ ଲାଭ ହେବ ।

ତୁଳା – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଜୀବନରେ ଅନେକ ସକରାତ୍ମକ ପରିବର୍ତ୍ତନ ହେବ । ସହକର୍ମୀଙ୍କ ସାଥ୍‌ ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ ।

ମକର- ଭାଗ୍ୟର ସାଥ୍‌ ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ସହକର୍ମୀଙ୍କ ସାଥ୍‌ ମିଳିବ । ଆତ୍ମବିଶ୍ୱାସ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଖୁବ୍‌ ଉନ୍ନତି ହେବ । ଧନ ବୃଦ୍ଧି ହେବ ।

ଚାଉଳ ଯୋଗାଣ ବନ୍ଦ; ଅଙ୍ଗନବାଡି କେନ୍ଦ୍ରରୁ ଭୋକରେ ଫେରୁଛନ୍ତି ଶିଶୁ

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories