ସମାଜ ଡିଜିଟାଲ ଡେସ୍କ: ମହୁମାଛି ଆକ୍ରମଣରେ ପ୍ରାଣ ହରାଇଛନ୍ତି ମୟୂରଭଞ୍ଜ ଜିଲା ତିରିଂ ବ୍ଲକର କନିଷ୍ଠ ଯନ୍ତ୍ରୀ ବିଶ୍ଵନାଥ ମୁର୍ମୁ। ମୁର୍ମୁ ମହୁଲଡିହାସ୍ଥିତ କ୍ବାର୍ଟର୍ସରେ ଥିବାବେଳେ ତାଙ୍କୁ ମହୁମାଛି ଆକ୍ରମଣ କରିଥିଲା। ତୁରନ୍ତ ତାଙ୍କୁ ରାଇରଙ୍ଗପୁର ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
Popular Categories



