ଆଜି ପବିତ୍ର ବଡ଼ଦିନ : ବିଭିନ୍ନ ଚର୍ଚ୍ଚରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ..
ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ୧୦୦ ତମ ଜନ୍ମବାର୍ଷିକୀ : ଦେଶ ପାଳୁଛି ସୁଶାସନ ଦିବସ..
ମାର୍ଚ୍ଚରେ କୋଟିଏ ହିତାଧିକାରୀଙ୍କୁ ମିଳିବ ‘ସୁଭଦ୍ରା’ ୨ୟ କିସ୍ତି.. କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ..
କୋହଲା ପାଗକୁ ବର୍ଷା.. ଆସନ୍ତାକାଲି ଯାଏଁ ରାଜ୍ୟରେ ବର୍ଷିବ, କାଲି ଦକ୍ଷିଣ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ବର୍ଷା ସମ୍ଭାବନା.. ୨୬ ତାରିଖ ପରଠାରୁ ବର୍ଷାର ପରିମାଣ କମିବ..
ଆଜିଠୁ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ହେବନି ରତ୍ନଭଣ୍ଡାର ମରାମତି କାମ..
ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ ଶତପଥୀଙ୍କ ପରଲୋକ..
ଖୁବ୍ ଶୀଘ୍ର ଚିଟଫଣ୍ଡ ଟଙ୍କା ଫେରସ୍ତ ନିଷ୍ପତ୍ତି.. ଚିନ୍ତନ ଚାଲିଥିବା କହିଲେ ମନମୋହନ ସାମଲ.. ରିପୋର୍ଟ ସାର୍ବଜନୀନ ବାବଦରେ ସରକାର ଅନୁଧ୍ୟାନ କରୁଥିବା ଦେଲେ ସୂଚନା.. ଟଙ୍କା ଫେରାଇବା ପୂର୍ବ ସରକାରଙ୍କ ଦାୟିତ୍ଵ ଥିଲା କହି ବିଜେଡିକୁ ନିଶାନା..
୨୦୨୫ରେ ୭ଟି ରାଜଯୋଗ: ଜାଣନ୍ତୁ ମେଷ ଠାରୁ ମୀନ କେଉଁ ମାସରେ କିଏ ହେବେ ଭାଗ୍ୟଶାଳୀ, ମିଳିବ ଧନ ହେବ ବିବାହ..



