www.samajalive.in
Tuesday, December 9, 2025
15.1 C
Bhubaneswar

ଦେଖନ୍ତୁ ଭିଡିଓ; ବିବାହ କାର୍ଡ ଦେଖି ଲୋକେ ଛାନିଆ, ବିଡି କୁମାରୀ ସହ କ୍ୟାନ୍ସର କୁମାର, ସ୍ଥାନ ଶ୍ମଶାନ ଘାଟ, ଟ୍ରେଣ୍ଡ କରୁଛି ପୋଷ୍ଟ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଏଭଳି ଅନେକ ଭିଡିଓ ସାମ୍ନାକୁ ଆସିଥାଏ ଯାହା ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ। ବିବାହ କାର୍ଡ ଓ ବିବାହ ସମୟରେ ଅନେକ ଭାଇରାଲ୍‌ ହେଉଥିବା ଭିଡିଓ ଆଶ୍ଚର୍ଯ୍ୟ ଚକିତ କରିଥାଏ। ନିକଟରେ ଭାଇରାଲ୍‌ ହେଉଥିବା ଏକ ବିବାହ କାର୍ଡର ତାହାର ଡିଜାଇନ୍‌ ପାଇଁ ନୁହେଁ ବରଂ ଛପାଯାଇଥିବା ଲେଖା ପାଇଁ ଚର୍ଚ୍ଚାର କାରଣ ପାଲଟିଛି। ଏହି କାର୍ଡ ଦେଖି ଲୋକେ ଆଶ୍ଚର୍ଯ୍ୟ ଚକିତ ହେବା ସହ ଭିନ୍ନ ଭିନ୍ନ ମତ ମଧ୍ୟ ଦେଇଛନ୍ତି। କିଛି ଲୋକେ ମଜାରେ ଏହାକୁ ଭୟଙ୍କର ବିବାହ ବୋଲି ମଧ୍ୟ କହିଛନ୍ତି।

- Advertisement -

ଭାଇରାଲ୍‌ ହେଉଥିବା ଏହି ବିବାହ କାର୍ଡର ପ୍ରଥମ ଲାଇନ୍‌ ଆରମ୍ଭ ହୋଇଛି, ‘ଭୟଙ୍କର ବିବାହ, ନିରୀହ ବରଯାତ୍ରୀ। ଏହାପରେ ଲେଖା ହୋଇଛି ଆଶ୍ଚର୍ଯ୍ୟ ଚକିତ କରୁଥିବା ଭିନ୍ନ ଭିନ୍ନ ଶବ୍ଦ।
ବିବାହ କାର୍ଡରେ କନ୍ୟାଙ୍କ ନାମ ‘ଦୁଃର୍ଭାଗ୍ୟପୂର୍ଣ୍ଣ-ବିଡି କୁମାରୀ ଓରଫ ସିଗାରେଟ୍‌ ଦେବୀ ଲେଖାଯାଇଛି। ବରଙ୍କ ନାମ କ୍ୟାନ୍ସର କୁମାର ବୋଲି ଲେଖାଯାଇଛି। ସ୍ଥାନ ଶ୍ମଶାନ ଭୂମି ବୋଲି ଲେଖାହୋଇଛି । ଏହି ପୋଷ୍ଟ ଭାଇରାଲ୍‌ ହେବା ପରେ ଲକ୍ଷ ଲକ୍ଷ ଏହାକୁ ଦେଖି ପସନ୍ଦ କରିଛନ୍ତି।

ବାସ୍ତୁ: ନୂଆବର୍ଷର ପ୍ରଥମ ଦିନରେ ଆପଣାନ୍ତୁ ବାସ୍‌ ଗୋଟିଏ ସରଳ ଉପାୟ, ଚୁଟ୍‌କିରେ ବଢି ଚାଲିବ ଧନ..

୨୦୨୫ରେ ୭ଟି ରାଜଯୋଗ: ଜାଣନ୍ତୁ ମେଷ ଠାରୁ ମୀନ କେଉଁ ମାସରେ କିଏ ହେବେ ଭାଗ୍ୟଶାଳୀ, ମିଳିବ ଧନ ହେବ ବିବାହ..

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories