www.samajalive.in
Sunday, December 14, 2025
19.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ରାଜ୍ୟରେ ଖାଲି ପଡ଼ିଥିବା କନିଷ୍ଠ ଶିକ୍ଷକ ପଦବୀ ପୂରଣ ପ୍ରସଙ୍ଗ.. ନୂଆ କଟ ଅଫ ମାର୍କ ସ୍ଥିର କରି ସାନି ମେରିଟ ଲିଷ୍ଟ ପ୍ରସ୍ତୁତ କରିବାକୁ ହାଇକୋର୍ଟଙ୍କ ନିର୍ଦେଶ..

ଆସୁଛି ପୁଣି ଏକ ଲଘୁଚାପ : ରାଜ୍ୟରେ କାଲିଠୁ ପୁଣି ବର୍ଷା ସମ୍ଭାବନା, ୨୪, ୨୫ ଦୁଇଦିନ ବର୍ଷିବ..

- Advertisement -

ଅଦିନିଆ ବର୍ଷା ନେଇ ରାଜସ୍ଵ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା : ୩ରୁ ୪ ଦିନ ଭିତରେ ସରିବ କ୍ଷୟକ୍ଷତି ଆକଳନ, ୫ମ ଦିନରେ ଦେବୁ କ୍ଷତି ପୂରଣ ରାଶି..

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟିମ୍‌ରେ ଯୋଡି ହେଲେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ,ଟ୍ରମ୍ପଙ୍କ ଟିମ୍‌ରେ ଏଆଇରେ ବରିଷ୍ଠ ନୀତି ପରାମର୍ଶଦାତା ଭାବେ ଦାୟିତ୍ୱ ନେବେ ଶ୍ରୀରାମ କ୍ରିଷ୍ଣନ୍‌

ଟ୍ରମ୍ପଙ୍କ ଟିମ୍‌ରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ: ମିଳିଲା ଏହି ବଡ ପଦବୀ..

ପାଟଣାଗଡ ପାର୍ସଲ ବୋମା ମାମଲା: ଆଜି ପାଟଣାଗଡ ଏଡିଜେ କୋର୍ଟରେ ସାକ୍ଷ୍ୟ ଗ୍ରହଣ, ସାକ୍ଷୀ ଦେଇପାରନ୍ତି ତତ୍କାଳୀନ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା , ଘଟଣାର ସମସ୍ତ ଭିଡିଓ ଡିସପ୍ଲେ କରିପାରନ୍ତି ଅରୁଣ..

ରାଜଧାନୀରେ ଲୁଟେରାଙ୍କ ଉତ୍ପାତ, ଶିରିଡି ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ, ପରିବାର ବ୍ୟବସାୟୀଙ୍କୁ ବି ଲୁଟିଲେ..

ଦକ୍ଷିଣ ବ୍ରାଜିଲ ଗ୍ରାମାଡୋ​‌ରେ ବିମାନ ଦୁର୍ଘଟଣା, ୧୦ ମୃତ..

ମାତ୍ର ୨୬,୯୯୯ ଟଙ୍କାରେ କିଣି ପାରିବେ ଆଇଫୋନ୍‌ ୧୫; ଜାଣନ୍ତୁ କେମିିତି,କେବଳ ୧୪ ମିନିଟ୍‌ରେ ଘରେ ପହଞ୍ଚିବ..

ବାସ୍ତୁ: ନୂଆବର୍ଷ ପୂର୍ବରୁ ଘରୁ କାଢି ଦିଅନ୍ତୁ ଏହି ୧୦ଟି ଜିନିଷ, ବର୍ଷଯାକ ମିଳିବ ମା’ଲକ୍ଷ୍ମୀଙ୍କ କୃପା..

ମହାରାଷ୍ଟ୍ର ପୁ​‌ନେ ଓ୍ବାଘୋଲି ଛକରେ ଅଘଟଣ: ଫୁଟପାଥରେ ଶୋଇଥିବା ବେଳେ ୯ଜଣଙ୍କ ଉପରେ ଚଢିଗଲା ଡମ୍ଫର : ୩ ମୃତ, ୬ଆହତ..

୨୬ ଡିସେମ୍ବର ଚଳିତ ବର୍ଷର ଶେଷ ଏକାଦଶୀରେ ଦୁର୍ଲ୍ଲଭ ଯୋଗ, ଏହି ରାଶିଙ୍କୁ ମାଲାମାଲ୍‌ କରିବେ ମା’ଲକ୍ଷ୍ମୀ, ବର୍ଷିବ ଧନ..

ବାଘୁଣୀ ଜିନ୍ନତକୁ କାବୁ ପାଇଁ ୩ ରାଜ୍ୟର ବନ ବିଭାଗ ଟିମର ଉଦ୍ୟମ, ଓଡିଶା , ଆସାମ୍ ସହ ସୁନ୍ଦରବନ ଟ୍ରାଙ୍କୁଲାଇଜ୍ ଟିମ୍ ସାମିଲ୍..

ଏବେ ପଶ୍ଚିମବଙ୍ଗ ଘଞ୍ଚ ଜଙ୍ଗଲରେ ବୁଲୁଛି ଜିନ୍ନତ, ଜିନ୍ନତକୁ ଧରିବାକୁ ଜଙ୍ଗଲରେ ବଳଦ ଓ ଛେଳି ବାନ୍ଧିଛନ୍ତି ବନ କର୍ମଚାରୀ..

ଉତ୍ତରପ୍ରଦେଶ ଓ ପଞ୍ଜାବ ପୁଲିସ ଗୁଳିବିନିମୟରେ ୩ ଖଲିସ୍ତାନୀ ଆତଙ୍କବାଦୀ ନିହତ..

ଆଉ ମାତ୍ର ୫ ଦିନ.. ଶୁକ୍ରଙ୍କ ଚଳନ : ଏହି ରାଶିଙ୍କୁ କରିବେ ଭାଗ୍ୟଶାଳୀ, ମିଳିବ ହଠାତ୍‌ ଧନ, ସନ୍ତାନ ସୁଖ, ହେବ ବିବାହ..

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories