mission shakti banner

ପିକ୍‍ନିକ୍‍ ବସ୍‍ ଦୁର୍ଘଟଣାଗ୍ରସ୍ତ: ୨୦ ଆହତ

BSKY banner  750×100
0

ବ୍ରହ୍ମପୁର, ଦିଗପହଣ୍ଡି ନିକଟ ଗୋକର୍ଣ୍ଣପୁର ଗ୍ରାମ ନିକଟରେ ଏକ ପିକ୍‍ନିକ୍‍ ବସ୍‍ ଦୁର୍ଘଟଣାଗ୍ରସ୍ତ ହୋଇ ୨୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ଅଛି। ଭୁବନେଶ୍ୱର ସାଲିଆ ସାହିର କିଛି ଲୋକଙ୍କୁ ନେଇ ବସ୍‍ଟି ଗଞ୍ଜାମ ଜିଲା ବାଙ୍କେଶ୍ୱରୀ ପୀଠକୁ ଯାଉଥିଲା। ଭୋର ୪ଟା ବେଳେ ଡ୍ରାଇଭର ଭାରସମ୍ୟ ହରାଇବାରୁ ବସ୍‍ଟି ଓଲଟି ପଡ଼ିଥିଲା। ଆହତମାନଙ୍କୁ ଏମ୍‍କେସିଜି ମେଡିକାଲ୍‍ରେ ଭର୍ତ୍ତି କରାଯାଇଛି।

Leave A Reply