୧୪ କ୍ୱିଣ୍ଟାଲ୍‍ ଗଞ୍ଜେଇ ଜବତ, ୨ ଗିରଫ

0

ମାଲକାନଗିରି: ବେଆଇନ୍‍ ଗଞ୍ଜେଇ ଚାଲାଣ ଅଭିଯୋଗରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନଙ୍କଠାରୁ ୧୪ କ୍ୱିଣ୍ଟାଲ୍‍ ଗଞ୍ଜେଇ ଜବତ କରାଯାଇଛି। ଅଭିଯୁକ୍ତମାନେ େଲେ ବିଦେଶୀ ବେହେରା ଓ ରଞ୍ଜିତ ସାହୁ। ସେମାନେ ଉକ୍ତ ଗଞ୍ଜେଇ ପ୍ୟାକେଟ୍‍ଗୁଡ଼ିକୁ ତିନିଟି ଗାଡ଼ିରେ ମାଲକାନଗିରିରୁ ଢେଙ୍କାନାଳ ଚାଲାଣ କରୁଥିବା ବେଳେ ବାଲିମେଳା ପୁଲିସ ଚିତ୍ରକୋଣ୍ଡାଠାରେ ସେମାନଙ୍କୁ ଗିରଫ କରିଥିଲା।

Leave A Reply