www.samajalive.in
Saturday, December 6, 2025
15.1 C
Bhubaneswar

ବିଧାନସଭାରେ ଖର୍ଚ୍ଚ ଦାବି ଆଲୋଚନା

ଭୁବନେଶ୍ଵର: ବିଧାନସଭାରେ ଆଜି ରାଜସ୍ଵ ବିପର୍ଯ୍ୟୟ ଓ ପରିଚାଳନା , ଏସସି ଏସଟି ଖର୍ଚ୍ଚ ଦାବି ଉପରେ ଆଲୋଚନାରୁ ଆରମ୍ଭ ହେବ ଗୃହ କାର୍ଯ୍ୟ। ପୁରୀରେ ହେବାକୁ ଥିବା ନୌସେନା ଦିବସରେ ବିଧାୟକମାନେ ସାମିଲ ହେବାର କାର୍ଯ୍ୟକ୍ରମ ଥିବାରୁ ପ୍ରଶ୍ନକାଳ ଶୂନ୍ୟକାଳ , ମୁଲତବୀ ପ୍ରସ୍ତାବ ବିଧିକୁ ବାତିଲ କରାଯାଇଛି। ଆଜି ଖର୍ଚ୍ଚ ଦାବି ଆଲୋଚନାବେଳେ ବାତ୍ୟା କ୍ଷୟକ୍ଷତି , ବାତ୍ୟା ପରିଚାଳନା , କୋଟିଆ ସମେତ ବିଭିନ୍ନ ରାଜ୍ୟ ସହିତ ଥିବା ସୀମା ବିବାଦ ପ୍ରସଙ୍ଗ ଖର୍ଚ୍ଚ ଦାବିରେ ଆଲୋଚନାରେ ଉଠାଇବେ ବିରୋଧି। ଡବଲ ଇଞ୍ଜିନ୍ ସରକାର ସମୟରେ ସୀମା ବିବାଦ ନେଇ ସରକାର କଣ ପଦକ୍ଷେପ ନେଇଛନ୍ତି, ସେ ସମ୍ପର୍କରେ ଗୃହରେ ଘମାଘୋଟ ଆଲୋଚନା ହେବ । ସେହିପରି ଦିନକୁ ଦିନ ଆଦିବାସୀଙ୍କ ଉପରେ ବଢିଚାଲିଥିବା ନିର୍ଯ୍ୟାତନା ପ୍ରସଙ୍ଗ ମଧ୍ୟ ଖର୍ଚ୍ଚ ଦାବି ଆଲୋଚନାରେ ଉଠିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories