ଫୁଲବାଣୀ: ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଯାଉ ଖାଇ ୨ମହିଳାଙ୍କ ମୃତ୍ୟ ଓ ୬ଜଣ ଗୁରୁତର ଘଟଣା ସମ୍ପର୍କରେ ଆଜି ଦାରିଙ୍ଗବାଡ଼ି ବ୍ଲକ ବିଜେପି ମଣ୍ଡଳ ସଭାପତି ସନ୍ତୋଷ କୁମାର ସାହୁ, କନ୍ଧମାଳ ଜିଲ୍ଲା ସାଂସଦଙ୍କ ଦାରିଙ୍ଗବାଡି ପ୍ରତିନିଧି ବିଷ୍ଣୁ ପ୍ରଧାନ, ଯୁବମୋର୍ଚ୍ଚା ସଭାପତି ରୁଦ୍ର ନାରାୟଣ ବେହେରା, ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ମହେନ୍ଦ୍ର ଦାସ ଓ କାର୍ଯ୍ୟକର୍ତ୍ତା ସୁବାସ ଚନ୍ଦ୍ର ସାହୁଙ୍କ ସମେତ ଅନେକ ଭାଜପା କର୍ମୀ ଗଦାପୁର ପଞ୍ଚାୟତର ମାଣ୍ଡିପଙ୍ଗା ଗ୍ରାମକୁ ଯାଇ ମୃତ ଓ ଅସୁସ୍ଥ ଥିବା ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ।
Comments are closed.